Winter Chill Intensifies in Odisha: ରାଜଧାନୀ ଭୁବନେଶ୍ୱରରେ ତଳକୁ ଖସିଲା ପାରଦ, ୩ ଦିନ ମଧ୍ୟରେ ୭.୬ °C ଖସିଲା ତାପମାତ୍ରା

Nov 27, 2026 - 09:25
Winter Chill Intensifies in Odisha: ରାଜଧାନୀ ଭୁବନେଶ୍ୱରରେ ତଳକୁ ଖସିଲା ପାରଦ, ୩ ଦିନ ମଧ୍ୟରେ ୭.୬ °C ଖସିଲା ତାପମାତ୍ରା

ରାଜଧାନୀରେ ଖସିଲା ପାରଦ।

ଗତ ୩ ଦିନ ମଧ୍ୟରେ ଭୁବନେଶ୍ୱରର ତାପମାତ୍ରା ୭.୬ ଡ୍ରିଗ୍ରୀ ତଳକୁ ଖସିଛି।

୨୪ ତାରିଖ ସକାଳ ୫ଟା ୩୦ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ରହିଥିଲା।

୨୫ ତାରିଖରେ ୨୨.୨ ଡିଗ୍ରୀ, ୨୬ ତାରିଖରେ ୨୧.

୨ ଡିଗ୍ରୀ ଓ ଆଜି ସକାଳ ୫ଟା ୩୦ର ତାପମାତ୍ରା ୧୭.

୪ଡିଗ୍ରୀ ସେଲସିୟସ ରହିଥିଲା।

Advertisment ସେହିପରି ଝାରସୁଗୁଡାରେ ସକାଳ ସାଢେ ୫ଟ ସୁଦ୍ଧା ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

କେନ୍ଦୁଝରରେ ୧୪.୬ ଡିଗ୍ରୀ, ସମ୍ବଲପୁର ୧୬ ଡିଗ୍ରୀ, ପାରାଦୀପ ୧୯ ଡିଗ୍ରୀ ଓ ବଲେଶ୍ବରରେ ୧୮.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସକାଳୁ ସକଳୁ ବିଭିନ୍ନ ସ୍ଥାନରେ ସାମନ୍ୟ କୁହୁଡି ମଧ୍ୟ ଦେଖିବାକୁ ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)