Why Did Mom Do This?: ମା’ ତୁ ଏମିତି କଲୁ କାହିଁକି ?
"ମଧ୍ୟପ୍ରଦେଶର ସିଧି ଜିଲ୍ଲାର ଚୁରହାଟ ଅଞ୍ଚଳରେ ଘଟିଥିବା ଏହି ନୃଶଂସ ଘଟଣା ଆଜି ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି।
ମାତ୍ର ପାଞ୍ଚ ଦିନର ଜଣେ ନବଜାତ ଶିଶୁର ମୃତ୍ୟୁ ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ପ୍ରାରମ୍ଭିକ ତଦନ୍ତରେ ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେବା ପରେ ପୁଲିସ ଅଧିକ ଖୋଳତାଡ଼ କରିଥିଲା।
ତଦନ୍ତ ଆଗକୁ ବଢ଼ିବା ସହ ଯେଉଁ ସତ୍ୟ ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ନିର୍ବାକ କରିଦେଲା।
ପୁଅ ବଦଳରେ ଝିଅ ଜନ୍ମ ହେବାରୁ ନବଜାତ ଶିଶୁଟିର ମା' ନିଜେ ଏହି ପିଲାଟିକୁ ନିର୍ମମଭାବେ ହତ୍ୟା କରିଥିବା ଜଣାପଡ଼ିଥିଲା।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।