West Bengal's Fifth Police Encounter in Six Months; Hardcore Criminal Killed

Nov 16, 2026 - 01:14
West Bengal's Fifth Police Encounter in Six Months; Hardcore Criminal Killed

#ଗର୍ଜିଲା_ପୋଲିସ_ବନ୍ଧୁକ #୬ମାସରେ_ପଞ୍ଚମ_ଏନକାଉଣ୍ଟର୍
ପଶ୍ଚିମବଙ୍ଗରେ ପୁଣି ଗର୍ଜିଲା ପୋଲିସ ବନ୍ଧୁକ । ବୀରଭୂମ ଜିଲ୍ଲାର ନାନୁର ଅଞ୍ଚଳରେ ଏନକାଉଣ୍ଟରରେ ହାର୍ଡକୋର୍ କ୍ରିମିନାଲ ରତନ ଶେଖ ନିହତ। ଗତ ୧୩ ତାରିଖରେ ଶାନ୍ତିନିକେତନ ଅଞ୍ଚଳରେ ଜଣେ ପୋଲିସ କନଷ୍ଟେବଳଙ୍କୁ ଗୁଳି କରି ଫେରାର ହୋଇଯାଇଥିଲା ରତନ। ଏକ ଇଟାଭାଟିରେ ସେ ଲୁଚି ରହିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ରତନ ପ୍ରଥମେ ଗୁଳି ଚଳାଇଥିଲା । ପରେ ପୋଲିସ ପକ୍ଷରୁ ପାଲଟା ଗୁଳିମାଡ଼ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ବୋଲପୁର ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ରତନ ନାଁରେ ୩୦ରୁ ଅଧିକ ସଙ୍ଗୀନ ମାମଲା ରହିଥିଲା। ସେପଟେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ସେ କହିଛନ୍ତି, ପୋଲିସ ଉପରକୁ ଗୁଳି ଚଳାଇଲେ ମିଠା ଦିଆଯିବ ନାହିଁ। ରାଜ୍ୟରେ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ । ଗତ ମେ ମାସରେ ବିଜେପି ସରକାର ଗଠନ ହେବାପରଠାରୁ ରାଜ୍ୟରେ ଏହା ପଞ୍ଚମ ଏନକାଉଣ୍ଟର। ପୂର୍ବରୁ ବାରୁଇପୁର, ଗାଇଘାଟା ଏବଂ ରାୟଗଞ୍ଜରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତ ପୋଲିସ ଏନକାଉଣ୍ଟର କରିଥିଲା । ସେହିପରି ବିଜେପି କର୍ମୀ ସୁଜିତ ମଣ୍ଡଳଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସମାଉଲ ଶେଖ ମଧ୍ୟ ମୁର୍ଶିଦାବାଦରେ ଏକ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା।
#WestBengal#PoliceEncounter#RatanSheikh#Birbhum
#Nanoor#SuvenduAdhikari#PoliceAction#LawAndOrder
#FifthEncounter_WestBengal#RatanSheikh_Encounter#PoliceEncounter_Birbhum#OdishaTV#OTV

Police firing echoed once again in West Bengal. Hardcore criminal Ratan Sheikh was killed in an encounter in the Nanoor area of Birbhum district. On November 13, Ratan had allegedly shot a police constable in the Shantiniketan area before fleeing. Acting on information that he was hiding inside a brick kiln, police raided the location. Ratan allegedly opened fire at the police first, prompting retaliatory firing. He was rushed to Bolpur Hospital in critical condition, where doctors declared him dead. More than 30 serious cases were registered against him.

Chief Minister Suvendu Adhikari backed the police action, stating that those who fire at the police will not be treated leniently. He said there is no place for criminals in the state. Since the BJP formed the government in West Bengal in May, this is the fifth police encounter. Earlier, three accused in rape and murder cases involving minor girls in Baruipur, Gaighata and Raiganj were killed in police encounters. Samaul Sheikh, the prime accused in the murder of BJP worker Sujit Mandal, was also killed in an encounter in Murshidabad.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)