18-Year-Old Woman Stabbed to Death Inside Delhi Clothing Showroom; Accused Arrested

Nov 16, 2026 - 01:14
18-Year-Old Woman Stabbed to Death Inside Delhi Clothing Showroom; Accused Arrested

#ରାଜଧାନୀ_ଦିଲ୍ଲୀରେ_ଛାତିଥରା_ହତ୍ୟାକାଣ୍ଡ
ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ। ଏକ ପୋଷାକ ଶୋ’ରୁମ୍ ଭିତରେ ୧୮ ବର୍ଷୀୟା ଯୁବତୀଙ୍କୁ ମର୍ଡର । ସିସିଟିଭିରେ ରେକର୍ଡ ହେଲା ହତ୍ୟା ସମସୟର ଦୃଶ୍ୟ ।ପଶ୍ଚିମ ଦିଲ୍ଲୀର ମୋତି ନଗର ଅଞ୍ଚଳରେ ଥିବା ଏକ ପୋଷାକ ଶୋ’ରୁମ୍ ର ଟ୍ରାଏଲ୍ ରୁମ୍ ଭିତରେ ଯୁବତୀଙ୍କୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରାଯାଇଛି । ପୂରା ଘଟଣାର ଲାଇଭ୍ ଦୃଶ୍ୟ ଶୋ’ରୁମ୍ ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସିସିଟିଭି ଫୁଟେଜ୍ ଅନୁସାରେ, କମଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଯୁବକ ହେଉଛି ଅଭିଯୁକ୍ତ ସୂରଜ। ସୋ ରୁମ୍ ଭିତରେ ପ୍ରବେଶ କରି ଅଭିଯୁକ୍ତ ପ୍ରଥମେ ଯୁବତୀଙ୍କ ସହିତ ଯୁକ୍ତିତର୍କ କରିଥିଲା । ପରେ ଅତି ଅମାନୁଷିକ ଭାବେ ଯୁବତୀଙ୍କ ଚୁଟି ଧରି ଘୋଷାଡ଼ି ଘୋଷାଡ଼ି ଟ୍ରାଏଲ୍ ରୁମ୍ ଭିତରକୁ ନେଇଯାଇଥିଲା । ସେଠାରେ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା । ମୃତ ଶବନମ ଦୋକାନରୁ ନବାହାରିବାରୁ ସହକର୍ମୀମାନେ ଟ୍ରାଏଲ୍ ରୁମ୍ ଖୋଲି ତାଙ୍କ ରକ୍ତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ । ପୋଲିସ ରକ୍ତଭିଜା ଛୁରୀ ଜବତ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରି ୨୯ ବର୍ଷୀୟ ଅଭିଯୁକ୍ତ ସୂରଜକୁ ଗିରଫ କରିଛି । ପ୍ରେମ ସମ୍ପର୍କରେ ଫାଟ କିମ୍ବା ବ୍ୟକ୍ତିଗତ ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।
#DelhiCrime#MotiNagar#MurderCase#CrimeNews#CCTVFootage#DelhiPolice#Shabnam#CrimeInvestigation#ShowroomMurder_Delhi#MurderCase_MotiNagar#AccusedArrested_Delhi#OdishaTV#OTV

A shocking murder has been reported from the Moti Nagar area of West Delhi, where an 18-year-old woman was allegedly stabbed to death inside the trial room of a clothing showroom. The entire incident was captured on CCTV cameras. According to the footage, the accused, identified as Suraj, wearing an orange T-shirt, entered the showroom and initially argued with the woman. He then allegedly grabbed her by the hair, dragged her into the trial room and stabbed her to death. When Shabnam failed to come out, her colleagues opened the trial room and found her body in a pool of blood. Police seized the bloodstained knife and arrested the 29-year-old accused based on CCTV footage. Police suspect that a strained romantic relationship or a personal dispute may have led to the murder.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)