Weekly Horoscope 2026 October 25 to 31: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ମେଷ: ରବିବାର କ୍ୟାରିୟର୍ ରେ ଉନ୍ନତି ଆସିବ।
ସୋମ ଓ ମଙ୍ଗଳବାର ବେପାରୀଙ୍କ ଲାଗି ସମୟ ଭଲ।
ବୁଧ ଓ ଗୁରୁବାର ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ଶୁକ୍ର ଓ ଶନିବାର ଆର୍ଥିକ ସ୍ଥିତି ଭଲ ରହିବ।
Advertisment ବୃଷ: ରବିବାର ଉନ୍ନତି ଲାଗି ନୂଆ ରାସ୍ତା ପାଇବେ।
ସୋମ ଓ ମଙ୍ଗଳବାର ବୈବାହିକ ଜୀବନ ସୁଖମୟ ହେବ।
ବୁଧ ଓ ଗୁରୁବାର ସାମାଜିକ କାର୍ଯ୍ୟରେ ସହଯୋଗ କରିବେ।
ଶୁକ୍ର ଓ ଶନିବାର ସରକାରୀ କାମ ପୂରା ହେବ।
ମିଥୁନ: ରବିବାର ପୁତ୍ର ସୁଖ ପାଇବେ।
ସୋମ ଓ ମଙ୍ଗଳବାର ବେପାରୀଙ୍କୁ ନୂଆ ସଫଳତା ମିଳିପାରେ।
ବୁଧ ଓ ଗୁରୁବାର ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ।
ଶୁକ୍ର ଓ ଶନିବାର ଆପଣଙ୍କ ଭିତରେ ସକାରାତ୍ମକତା ଆସିବ।
କର୍କଟ: ରବିବାର ନୂଆ ଚାକିରିର ସୁଯୋଗ ଆସିବ।
ସୋମ ଓ ମଙ୍ଗଳବାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ।
ବୁଧ ଓ ଗୁରୁବାର କାମରେ ଭଲ ପରିଣାମ ପାଇବେ।
ଶୁକ୍ର ଓ ଶନିବାର କେହି ଆପଣଙ୍କ କଥାରେ ପ୍ରଭାବିତ ହେବେ।
ସିଂହ: ରବିବାର ସମ୍ବନ୍ଧରେ ମଧୁରତା ବଢ଼ିବ।
ସୋମ ଓ ମଙ୍ଗଳବାର ଧର୍ମ କାର୍ଯ୍ୟରେ ମନ ଲାଗିବ।
ବୁଧ ଓ ଗୁରୁବାର ଲୋକେ ଆପଣଙ୍କ କାମର ପ୍ରଶଂସା କରିବେ।
ଶୁକ୍ର ଓ ଶନିବାର ବୈବାହିକ ଜୀବନ ଖୁସିଭରା ରହିବ।
କନ୍ୟା: ରବିବାର କାର୍ଯ୍ୟ ସଫଳ ହେବ।
ସୋମ ଓ ମଙ୍ଗଳବାର ବିଦ୍ୟାର୍ଥୀ ଙ୍କୁ ପରିଶ୍ରମର ଭଲ ପରିଣାମ ମିଳିବ।
ବୁଧ ଓ ଗୁରୁବାର ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳି ରହିବ।
ଶୁକ୍ର ଓ ଶନିବାର ଆମଦାନିର ନୂଆ ଉତ୍ସ ପାଇବେ।
ତୁଳା: ରବିବାର ଘରକୁ ବନ୍ଧୁ ଆସିବେ।
ସୋମ ଓ ମଙ୍ଗଳବାର ପ୍ରୟାସରେ ଭଲ ପରିଣାମ ପାଇବେ।
ବୁଧ ଓ ଗୁରୁବାର ବ୍ୟବସାୟୀଙ୍କୁ ଭାଗ୍ୟ ର ସାଥ୍ ମିଳିବ।
ଶୁକ୍ର ଓ ଶନିବାର ନୂଆ ବିଚାରରେ କାମ କରନ୍ତୁ ଲାଭ ହେବ।
ବିଛା: ରବିବାର କୌଣସି ଭଲ ଖବର ପାଇବେ।
ସୋମ ଓ ମଙ୍ଗଳବାର ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।
ବୁଧ ଓ ଗୁରୁବାର ଫାଲ୍ତୁ ଖର୍ଚ୍ଚ କରନ୍ତୁ ନାହିଁ।
ଶୁକ୍ର ଓ ଶନିବାର ଅଧିକ ଉତ୍ତେଜିତ ହୁଅନ୍ତୁ ନାହିଁ।
ଧନୁ: ରବିବାର ଆମଦାନି ବୃଦ୍ଧି ହେବ।
ସୋମ ଓ ମଙ୍ଗଳବାର କଥା କମ୍ ଓ କାମ ଅଧିକ କରନ୍ତୁ।
ବୁଧ ଓ ଗୁରୁବାର ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।
ଶୁକ୍ର ଓ ଶନିବାର ବନ୍ଧୁର ପରାମର୍ଶ ନେଇ ପାରନ୍ତି।
ମକର: ରବିବାର ଚାଲେଞ୍ଜ୍ରେ ପଛଘୁଞ୍ଚା ଦେବେନାହିଁ।
ସୋମ ଓ ମଙ୍ଗଳବାର ଚାକିରିରେ ସଫଳତା ମିଳିପାରେ।
ବୁଧ ଓ ଗୁରୁବାର ପୁରୁଣା ଚିନ୍ତା ସମାପ୍ତ ହେବ।
ଶୁକ୍ର ଓ ଶନିବାର ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ।
କୁମ୍ଭ: ରବିବାର ଆର୍ଥିକ ସ୍ଥିତି ଭଲ ରହିବ।
ସୋମ ଓ ମଙ୍ଗଳବାର ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବେ।
ବୁଧ ଓ ଗୁରୁବାର ଅନ୍ୟ ରାଜ୍ୟକୁ ଯିବାର ସ୍ବପ୍ନ ପୂରା ହୋଇପାରେ।
ଶୁକ୍ର ଓ ଶନିବାର ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ କରିବେ।
ମୀନ: ରବିବାର କିଛି ମହତ୍ତ୍ବପୂର୍ଣ୍ଣ କାମ କରିବେ।
ସୋମ ଓ ମଙ୍ଗଳବାର ସମାଜରେ ଆଦର ସମ୍ମାନ ପାଇବେ।
ବୁଧ ଓ ଗୁରୁବାର ଲାଗି ରହିଥିବା ସମସ୍ୟାର ସମାଧାନ ହେବ।
ଶୁକ୍ର ଓ ଶନିବାର କୌଣସି ଭଲ ଜାଗାକୁ ବୁଲିଯିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
