Villagers Lock School Gate: ଶିଶୁ ଦିବସରେ ଅଘଟଣ, ବିଜ୍ଞାନ ମେଳାରେ ପେଟ୍ରୋଲ ନିଆଁରେ ଜଳିଲେ ଛାତ୍ର

Nov 14, 2026 - 15:48
Villagers Lock School Gate: ଶିଶୁ ଦିବସରେ ଅଘଟଣ, ବିଜ୍ଞାନ ମେଳାରେ ପେଟ୍ରୋଲ ନିଆଁରେ ଜଳିଲେ ଛାତ୍ର

ଶିଶୁ ଦିବସରେ ଅଘଟଣ...

ନିଆଁରେ ପୋଡ଼ି ହୋଇ ଛାତ୍ର ଗୁରୁତର।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିକଗୋଡ଼ା ଗଦାଧର ବାଞ୍ଛାନିଧି ଉଚ୍ଚ ବିଦ୍ୟାଳୟରେ ଅଘଟଣ ।

ବିଜ୍ଞାନ ମେଳାରେ ଯୋଗଦେବା ବେଳେ ପେଟ୍ରୋଲ ନିଆଁରେ ପୋଡ଼ି ଗୁରୁତର ଆହତ ହେଲେ ଚତୁର୍ଥ ଶ୍ରେଣୀ ଛାତ୍ର।

Advertisment ତାଙ୍କୁ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଛାତ୍ରଙ୍କ ଏଭଳି ଅବସ୍ଥାକୁ ନେଇ ତାତିଛନ୍ତି ଗ୍ରାମବାସୀ ।

ବିଦ୍ୟାଳୟ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଗ୍ରାମବାସୀ ।

ତେବେ ଏନେଇ କୌଣସି ପ୍ରତିକ୍ରିୟା ମିଳି ନାହିଁ।..

ବିଜ୍ଞାନ ମେଳାରେ ଅଗ୍ନିକାଣ୍ଡ, ଛାତ୍ର ଗୁରୁତର ଶିଶୁ ଦିବସରେ ଅଘଟଣ, ନିଆଁରେ ପୋଡ଼ି ଛାତ୍ର ଗୁରୁତର ବିଜ୍ଞାନ ମେଳାରେ ଅଗ୍ନିକାଣ୍ଡ, ଚତୁର୍ଥ ଶ୍ରେଣୀ ଛାତ୍ର ଆହତ ବୋଲଗଡ଼ରେ ଛାତ୍ର ପୋଡ଼ି ହେବା ଘଟଣାକୁ ନେଇ ତାତିଲେ ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)