V-Mart: ଭି-ମାର୍ଟର ମହାବଚତ୍‌ କା ଡବଲ୍‌ ଅଫର

Aug 14, 2026 - 00:35
V-Mart: ଭି-ମାର୍ଟର ମହାବଚତ୍‌ କା ଡବଲ୍‌ ଅଫର

"ଭୁବନେଶ୍ବର: ଭି-ମାର୍ଟ ରିଟେଲ୍‌ ଲିମିଟେଡ୍‌ ପକ୍ଷରୁ ମହାବଚତ୍‌ କା ଡବଲ୍‌ ଅଫର ଘୋଷଣା କରାଯାଇଛି।

ଏହି ଅଫରରେ ଗ୍ରାହକମାନେ ଗୋଟିଏ କିଣିଲେ ଗୋଟିଏ ମାଗଣା ଏବଂ ୨୦୦୦ ଟଙ୍କାର ସପିଙ୍ଗ କଲେ ୨୦୦୦ ଟଙ୍କାର ସପିଂ ମାଗଣାରେ କରିବା ପାଇଁ ବୋନସ୍‌ ପାଇପାରିବେ।

ଗ୍ରାହକମାନେ ଫ୍ୟାସନ ଉପରେ ପ୍ରତି ଷ୍ଟାଇଲ୍‌ ଓ ପସନ୍ଦର ଜିନିଷ ପାଇପାରିବେ।

ଏହି ସପିଙ୍ଗ ଉତ୍ସବରେ ଗ୍ରାହକମାନେ ନିଜ ଅର୍ଥର ଉଚିତ୍‌ ମୂଲ୍ୟ ପାଇପାରିବେ ଏବଂ ସପିଂ ଖୁସିକୁ ଦ୍ବିଗୁଣିତ କରିପାରିବେ।

ଏହି ଅଫର ଅଗଷ୍ଟ ୧୬ ପର୍ଯ୍ୟନ୍ତ ଚାଲିବ।Advertisment Fashion: ଟ୍ରେଣ୍ଡ୍‌ସର "ରଜ ଫ୍ୟାସନ୍‌ ଆଇକନ୍‌" ଅଭିଯାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media