Horoscope 2026 August 14: ଜାଣନ୍ତୁ ଆଜିର ରାଶିଫଳ...

Aug 14, 2026 - 00:02
Horoscope 2026 August 14: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ।

ନିତିଦିନିଆ କାମରେ ଆପଣଙ୍କୁ ପୂରା ସଫଳତା ମିଳିବ।

ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ।

ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।

ଗବେଷଣା କାମ ସଂପୂର୍ଣ୍ଣ ହୋଇପାରେ।

Advertisment ବୃଷ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

ଆପଣଙ୍କୁ କୌଣସି ସଭାରେ ଅତିଥି ପାଇଁ ନିମନ୍ତ୍ରଣ ମିଳିବ।

ସେଠି ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ।

ସନ୍ଧ୍ୟାରେ ଜୀବନସାଥୀ ସହ ବାହାରକୁ ବୁଲି ଯିବେ।

ମିଥୁନ: କାମରେ କୌଣସି ବନ୍ଧୁର ସାହାଯ୍ୟ ନେଇ ପାରନ୍ତି।

ଅଫିସ କାମରେ ଆପଣଙ୍କ ସମ୍ମୁଖକୁ ସମସ୍ୟା ଆସିପାରେ।

ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ଲାଭ ଦେବ।

ଶିକ୍ଷାର୍ଥୀଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।

କର୍କଟ: ବନ୍ଧୁ ସହିତ ସାକ୍ଷାତ ହୋଇପାରେ।

କୌଣସି ଖୁସି ଖବର ପାଇବେ।

ଆପଣଙ୍କୁ ନୂଆ ଉତ୍ସରୁ ଧନପ୍ରାପ୍ତି ହୋଇପାରେ।

ଆପଣ ପୁଞ୍ଜି ଲଗାଇବା ପାଇଁ ଭଲ ପରାମର୍ଶ ପାଇବେ।

ପ୍ରେମ ଜୀବନ ମଧୁର ହେବ।

ସିଂହ: ଦିନଟି ବ୍ୟସ୍ତତାରେ କଟିବ।

କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରି ପାରନ୍ତି।

ଅଫିସରେ ବାତାବରଣ ଟିକେ ଗମ୍ଭୀର ରହିବ।

ଆପଣ କର୍ତୃପକ୍ଷଙ୍କ କଥା ଧ୍ୟାନ ଦେଇ ଶୁଣିବା ପରେ ନିଜର ମତ ଦିଅନ୍ତୁ।

କନ୍ୟା: ଯାହା ବି କାମ କରିବାକୁ ଚାହିବେ ଖୁବ୍ ସହଜରେ ହୋଇଯାଇପାରେ।

ଆପଣ ନିଜକୁ ଟିକେ ସଂଯମରେ ରଖିବା ଦରକାର।

ଆପଣଙ୍କର ମାନପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ଯୋଗଦାନ କରନ୍ତୁ।

ଆହୁରି ପଢ଼ନ୍ତୁ- AgriStack ID Dispute ଏଗ୍ରିଷ୍ଟାକ୍ ଆଇଡି ବିବାଦ: କୁଲୁଣ୍ଡୀ, ଫାଶୀମାଲ ଓ ଭୋଜପୁର ଲ୍ୟାମ୍ପସ୍‌ରେ ତାଲା ପକାଇଲେ ଚାଷୀ ତୁଳା: କୌଣସି ବଡ଼ କାମ ସନ୍ତାନ ସହଯୋଗରେ ସଂପୂର୍ଣ୍ଣ ହୋଇଯିବ।

ପାଖ ଲୋକଙ୍କଠାରୁ ଖୁସି ଖବର ପାଇବେ।

ପାଖକୁ ନୂଆ ଦାୟିତ୍ବ ଆସିବ।

ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ବିଛା: ଆପଣଙ୍କ କାମ ସଂପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ବାଧା ଉତ୍ପନ୍ନ ହୋଇପାରେ।

ବ୍ୟବସାୟରେ ଲାଭ କମ୍ ମିଳିପାରେ।

କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସହ ସାକ୍ଷାତରେ ଆପଣଙ୍କ କ୍ୟାରିୟରର ଦିଶା ବଦଳି ଯାଇପାରେ।

ଧନୁ: ପୂଜାପାଠରେ ସମୟ ବିତିବ।

ଆପଣଙ୍କର ପାଖପାଖର ପ୍ରତ୍ୟେକ ଜିନିଷ ପ୍ରତି ଦୃଷ୍ଟି ଦିଅନ୍ତୁ।

କୌଣସି କାମରେ ଅଧିକ ଯାତୟାତ କରିବାକୁ ପଡ଼ିପାରେ।

ଖର୍ଚ୍ଚକୁ ନେଇ ଚିନ୍ତିତ ରହିବେ।

କାହାରିକୁ ସାହାଯ୍ୟ ମାଗିପାରନ୍ତି।

ମକର: କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବାକୁ ପଡ଼ିପାରେ।

ବନ୍ଧୁ ସହିତ ବାହାରକୁ ଯାଇ ଖୁସିର ମୁହୂର୍ତ୍ତ ଅତିବାହିତ କରିପାରନ୍ତି।

ଧନ ମାମଲାରେ ସ୍ଥିତି ଠିକ୍ ରହିବ।

କୌଣସି ଜରୁରୀ ଜିନିଷ ଆପଣଙ୍କୁ ଲାଭ ଦେଇପାରେ। ‌‌  କୁମ୍ଭ: ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ।

କୌଣସି ଭଲ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିପାରେ।

ପିଲାମାନଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ବୈବାହିକ ଜୀବନରେ ସରସତା ଆସିବ।‌‌  ମୀନ: କୌଣସି ପୁରୁଣା କଥାକୁ ନେଇ ମନସ୍ତାପରେ ରହିପାରନ୍ତି।

ବାହାର କାମରେ ଯିବା ପାଇଁ ଯୋଜନା କରି ପାରନ୍ତି।

ଘରକୁ କୌଣସି ବନ୍ଧୁ ଆସି ପାରନ୍ତି।

ବୈବାହିକ ଜୀବନ ଆନନ୍ଦମୟ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media