US Open: ୟୁଏସ୍‌ ଓପନ୍‌: ସେରେନା-ଆଲ୍‌କାରାଜ ନକ୍‌ଆଉଟ୍‌

Aug 26, 2026 - 12:44
US Open: ୟୁଏସ୍‌ ଓପନ୍‌: ସେରେନା-ଆଲ୍‌କାରାଜ ନକ୍‌ଆଉଟ୍‌

"ନ୍ୟୁୟର୍କ: ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ସେରେନା ୱିଲିୟମ୍ସ ଓ ପୁରୁଷ ଖେଳାଳି କାର୍ଲୋସ ଆଲ୍‌କାରାଜ ପ୍ରଥମ ଥର ଲାଗି ମିଶ୍ରିତ ଯୁଗଳରେ ଖେଳି ବିଫଳ ହୋଇଛନ୍ତି।

ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରୁ ଏହି ଯୋଡ଼ି ବିଦାୟ ନେଇଛନ୍ତି।

କ୍ବାର୍ଟରଫାଇନାଲ୍‌ରେ ଏହି ଆମେରିକା ଓ ସ୍ପେନ୍‌ ଯୋଡ଼ି ୪-୫, ୧-୪ ରେ ବେଲିନ୍ଦା ବେନ୍‌ସିକ୍‌ ଓ ଫ୍ଲାଭିଓ କୋବୋଲିଙ୍କଠୁ ହାରି ଯାଇଛନ୍ତି।

ପ୍ରଥମ ରାଉଣ୍ଡରେ ସେରେନା-କାର୍ଲୋସ ୫-୩, ୪-୧ ଟାଇବ୍ରେକର୍‌ରେ ଏରିନ୍‌ ରୁଟ୍‌ଲଫ୍‌ ଓ ଲୟଡ ଗ୍ଲାସପୁଲଙ୍କୁ ହରାଇଥିଲେ।Advertisment କୋବଲି ସେମିଫାଇନାଲ୍‌ରେ ବିବାହିତ ଦମ୍ପତ୍ତି ଏଲିନା ସ୍ବିତୋଲିନା ୨୦୨୨ ପରେ ସେରେନା ପ୍ରଥମ ଥର ୟୁଏସ୍‌ ଓପନ୍‌ରେ ଖେଳୁଛନ୍ତି।‌ ବେନସିକ୍‌ ଓ କୋବଲି ସେମିଫାଇନାଲ୍‌ରେ ବିବାହିତ ଦମ୍ପତ୍ତି ଏଲିନା ସ୍ବିତୋଲିନା ଓ ଗେଲ୍‌ ମନ୍‌ଫିଲ୍ସଙ୍କୁ ଭେଟିବେ।

ସ୍ବିତୋଲିନା ଓ ମନ୍‌ଫିଲ୍ସ କ୍ବାର୍ଟରଫାଇନାଲ୍‌ରେ କାଟେରିନା ସିନିଆକୋଭା ଓ ହେନରି ପାଟେନଙ୍କୁ ୫-୪, ୪-୫, ୧୦-୮ରେ ପରାସ୍ତ କରିଥିଲେ।

ଏହା ପୂର୍ବରୁ ସିନିଓକୋଭା ଓ ପାଟେନ ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ଆରିନା ସାବାଲେଙ୍କା ଓ ନୋଭାକ ଜୋକୋଭିକ୍‌ଙ୍କୁ ହରାଇଥିଲେ।

ଅନ୍ୟଏକ ସେମିଫାଇନାଲ୍‌ରେ ମୀରା ଆନ୍ଦ୍ରିଭା ଓ ଆନ୍ଦ୍ରେ ରୁବଲେଭଙ୍କୁ ଭେଟିବେ କାରୋଲିନା ମୁଚୋଭା ଓ ଜାକୁବ ମେନସିକ୍‌।

ଆନ୍ଦ୍ରିଭା ଓ ରୁବଲେଭ ଗତ ସଂସ୍କରଣ ବିଜେତା ଯୋଡ଼ି ସାରା ଏରାନି ଓ ଆନ୍ଦ୍ରିଆ ଭାଭାସୋରିଙ୍କୁ ପରାସ୍ତ କରିଥିଲେ।

ଡାଏନା ସ୍ନାଇଡର ଓ କାସପର ରୁଡ୍‌ଙ୍କୁ ହରାଇ ମୁଚୋଭା ଓ ମେନସିକ୍‌ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ।

Ind vs SL Test: ପାଣିରେ ପଡ଼ିଲା ସୋନାଲ ଦିନୁଶାଙ୍କ ଶତକ, ଶ୍ରୀଲଙ୍କା ୨୯୦ ରନ୍‌ରେ ଅଲଆଉଟ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)