Transformer stolen at midnight: ଗାଁରୁ ଟ୍ରାନ୍ସଫର୍ମର ତାଡ଼ି ନେଲେ ଦୁର୍ବୃତ୍ତ! ଅନ୍ଧାରରେ ହନ୍ତସନ୍ତ ୧୫୦ ପରିବାର

Nov 21, 2026 - 13:30
Transformer stolen at midnight: ଗାଁରୁ ଟ୍ରାନ୍ସଫର୍ମର ତାଡ଼ି ନେଲେ ଦୁର୍ବୃତ୍ତ! ଅନ୍ଧାରରେ ହନ୍ତସନ୍ତ ୧୫୦ ପରିବାର

ଟ୍ରାନ୍ସଫର୍ମର ତାଡି ନେଲେ ଦୁର୍ବୃତ୍ତ।

ଅନ୍ଧାରରେ ୧୫୦ ପରିବାର।

ଭୁବନେଶ୍ବର ଧଉଳି ଥାନା ପଳାସପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା।

ରାତି ଅଧରେ ଟ୍ରାନ୍ସଫର୍ମର ଚୋରି ହେବା ପରେ ପୁରା ଗାଁରେ ବିଦ୍ୟୁତ ସରବରାହ ଠପ ହୋଇଛି।

Advertisment ଏନେଇ ଧଉଳି ଥାନାରେ ଅଭିଯୋଗ କରିଛନ୍ତି ବିଦ୍ୟୁତ ବିଭାଗର ଜେଇ।

ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ୍।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)