Train Window: ଟ୍ରେନ୍ ଝରକା ପଛରେ ରହିଛି ବଡ଼ ରହସ୍ୟ
ଟ୍ରେନ୍ରେ ଯାତ୍ରା କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି।
ବିଶେଷକରି ଝରକା ପାଖ ସିଟ୍ରେ ବସି ବାହାରର ସୁନ୍ଦର ଦୃଶ୍ୟ ଦେଖିବାର ମଜା ହିଁ କିଛି ନିଆରା।
ହେଲେ ଆପଣ କେବେ ଟ୍ରେନ୍ର ଝରକାକୁ ଭଲ ଭାବେ ଲକ୍ଷ୍ୟ କରିଛନ୍ତି କି?
ଝରକାରେ କାଚ ଲାଗିବା ସହ ଏହାର ବାହାର ପାର୍ଶ୍ୱରେ ରହିଥାଏ ମଜଭୁତ ଲୁହାର ଗ୍ରୀଲ୍।
ତେବେ ପ୍ରଶ୍ନ ଉଠୁଛି, ଝରକାରେ କାଚ ଥାଉ ଥାଉ ଏହି ଗ୍ରୀଲ୍ ଲଗାଇବାର ଆବଶ୍ୟକତା କ'ଣ?
ଏହା ପଛରେ ରହିଛି ଏକ ବିଶେଷ କାରଣ, ଯାହା ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
