Today Panchang 26th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Nov 26, 2026 - 07:44
Today Panchang 26th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ ।

ଇଂରାଜୀରେ ତାରିଖ ୨୬ ଗୁରୁବାର ।

ଚନ୍ଦ୍ର – ବୃଷ ପ୍ରାତଃ ୦୭.୧୧ ଗତେ ମିଥୁନ।

ତିଥି – ୨ୟା ଦିବା ୦୧.୧୫ ଗତେ ୩ୟା।

ଘାତଚନ୍ଦ୍ର - ବିଛା ରାଶିର, ପ୍ରାତଃ ୦୭.୧୧ ଗତେ କନ୍ୟା ରାଶିର।

ଘାତବାର – ତୁଳା ଓ କୁମ୍ଭ ରାଶିର।

ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୧.୧୫ ପର୍ଯ୍ୟନ୍ତ ଶୁଭ ସମୟ – ପ୍ରାତଃ – ୦୬.୦୫ ରୁ ୦୭.୩୨ ସନ୍ଧ୍ୟା – ୦୫.୫୪ ରୁ ୦୯.୨୩ ରାତ୍ରି – ୦୧.୧୨ ରୁ ୦୩.୨୯ ରାତ୍ରି – ୦୪.୨୧ ରୁ ୦୬.୦୬ ଅଶୁଭ ସମୟ- ରାହୁକାଳ - ଦିବା ୧୨.୫୫ ରୁ ୦୨.୧୭ କାଳବେଳା - ଦିବା ୦୨.୧୭ ରୁ ୦୩.୪୦ ବାରବେଳା - ଦିବା ୦୩.୪୦ ରୁ ୦୫.୦୨ କାଳରାତ୍ରି – ରାତ୍ରି ୧୧.୩୪ ରୁ ୦୧.୧୨ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)