Today Panchang 24th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ ।
ଇଂରାଜୀରେ ତାରିଖ ୨୪ ମଙ୍ଗଳବାର ।
ଚନ୍ଦ୍ର – ମେଷ ପ୍ରାତଃ ୦୭.୨୪ ଗତେ ବୃଷ ।
ତିଥି – ପୂର୍ଣ୍ଣମୀ ରାତ୍ରି ୦୮.୨୩ ଗତେ ପ୍ରତିପଦ।
ଘାତଚନ୍ଦ୍ର – ମେଷ ରାଶିର, ପ୍ରାତଃ ୦୭.୨୪ ଗତେ ବିଛା ରାଶିର।
ଘାତବାର – ମକର ରାଶିର ।
ପୁଷ୍କରଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୨୪ ଗତେ ୧ପାଦ-କୃଷିହାନି- ଭୂମିଦାନ ଶୁଭ ସମୟ – ପ୍ରାତଃ – ୦୬.୦୪ ରୁ ୦୬.୪୮ ଦିବା – ୦୮.୪୮ ରୁ ୧୧.୧୧ ସନ୍ଧ୍ୟା – ୦୫.୦୨ ରୁ ୦୬.୪୦ ରାତ୍ରି – ୦୮.୧୭ ରୁ ୦୮.୩୦ ରାତ୍ରି – ୦୯.୨୩ ରୁ ୧୧.୫୯ ରାତ୍ରି – ୦୧.୪୩ ରୁ ୦୩.୨୮ ରାତ୍ରି – ୦୪.୨୦ ରୁ ୦୬.୦୪ ଅଶୁଭ ସମୟ- ରାହୁକାଳ - ଦିବା ୦୨.୧୭ ରୁ ୦୩.୩୯ କାଳବେଳା - ଦିବା ୧୨.୫୫ ରୁ ୦୨.୧୭ ବାରବେଳା - ପ୍ରାତଃ ୦୭.୨୬ ରୁ ୦୮.୪୮ କାଳରାତ୍ରି – ସନ୍ଧ୍ୟା ୦୬.୪୦ ରୁ ୦୮.୧୭ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
