Today Panchang 21th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ ।
ଇଂରାଜୀରେ ତାରିଖ ୨୧ ଶନିବାର।
ଚନ୍ଦ୍ର – ମୀନ ନିଶାନ୍ତ ୦୫.୫୪ ଗତେ ମେଷ।
ତିଥି - ୧୧ଶୀ ପ୍ରାତଃ ୦୬.୩୧ ଗତେ ୧୨ଶୀ ନିଶାନ୍ତ ୦୪.୫୬ ଗତେ ୧୩ଶୀ।
ଘାତଚନ୍ଦ୍ର - ଧନୁ ରାଶିର,ନିଶାନ୍ତ ୦୫.୫୪ ଗତେ ମେଷ ରାଶିର।
ଘାତବାର – ବୃଷ, ସିଂହ ଓ କନ୍ୟା ରାଶିର।
ପୁଷ୍କରଦୋଷ - ୧ପାଦ -କୃଷିହାନି-ଭୂମିଦାନ ପ୍ରାତଃ ୦୬.୩୧ ଗତେ ୨ପାଦ- କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ନିଶାନ୍ତ ୦୪.୫୬ ଗତେ ୧ପାଦ- କୃଷିହାନି- ଭୂମିଦାନ ଶୁଭ ସମୟ- ପ୍ରାତଃ - ୦୭.୩୦ ରୁ ୦୮.୪୭ ଦିବା - ୧୧.୫୪ ରୁ ୧୨.୫୪ ଦିବା - ୦୨.୧୭ ରୁ ୦୨.୫୦ ଦିବା - ୦୩.୩୪ ରୁ ୦୩.୩୯ ରାତ୍ରି - ୦୨.୩୪ ରୁ ୦୩.୨୬ ଅଶୁଭ ସମୟ- ରାହୁକାଳ - ଦିବା ୦୮.୪୭ ରୁ ୧୦.୦୯ କାଳବେଳା - ପ୍ରାତଃ ୦୬.୦୨ ରୁ ୦୭.୨୪ ଓ ଦିବା ୦୩.୩୯ ରୁ ୦୫.୦୨ ବାରବେଳା - ଦିବା ୧୨.୫୪ ରୁ ୦୨.୧୭ କାଳରାତ୍ରି – ସନ୍ଧ୍ୟା ୦୫.୦୨ ରୁ ୦୬.୪୦ ଓ ରାତ୍ରି ୦୪.୨୫ ରୁ ୦୬.୦୨ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
