Today Panchang 17th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Nov 17, 2026 - 07:47
Today Panchang 17th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ ।

ଇଂରାଜୀରେ ତାରିଖ ୧୭ ମଙ୍ଗଳବାର।

ଚନ୍ଦ୍ର – ମକର ଦିବା ୦୩.୨୯ ଗତେ କୁମ୍ଭ।

ତିଥି - ୮ମୀ ଅହୋରାତ୍ର।

ଘାତଚନ୍ଦ୍ର - ସିଂହ ରାଶିର,ଦିବା ୦୩.୨୯।

ଗତେ ମିଥୁନ ଓ ମୀନ ରାଶିର।

ଘାତବାର – ମକର ରାଶିର।

ପୁଷ୍କରଦୋଷ - ୧ପାଦ- କୃଷିହାନି- ଭୂମିଦାନ।

ଶୁଭ ସମୟ- ପ୍ରାତଃ - ୦୫.୫୯ ରୁ ୦୬.୪୪ ଦିବା - ୦୮.୪୫ ରୁ ୧୧.୦୯ ସନ୍ଧ୍ୟା - ୦୫.୦୩ ରୁ ୦୬.୪୦ ରାତ୍ରି - ୦୮.୧୭ ରୁ ୦୮.୩୦ ରାତ୍ରି - ୦୯.୨୨ ରୁ ୧୧.୫୭ ରାତ୍ରି - ୦୧.୪୧ ରୁ ୦୩.୨୫ ରାତ୍ରି - ୦୪.୧୬ ରୁ ୦୬.୦୦ ଅଶୁଭ ସମୟ- ରାହୁକାଳ - ଦିବା ୦୨.୧୭ ରୁ ୦୩.୪୦ କାଳବେଳା - ଦିବା ୧୨.୫୪ ରୁ ୦୨.୧୭ ବାରବେଳା - ପ୍ରାତଃ ୦୭.୨୨ ରୁ ୦୮.୪୫ କାଳରାତ୍ରି – ସନ୍ଧ୍ୟା ୦୬.୪୦ ରୁ ୦୮.୧୭ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)