Threat: ମୁମ୍ବାଇ ମେୟରଙ୍କୁ ଧମକପୂର୍ଣ୍ଣ ଇମେଲ୍‌, ଟାର୍ଗେଟରେ ଦିଲଜିତ୍‌ ଦୋସାଞ୍ଜ ଓ ଅମିତାଭ ବଚ୍ଚନ

Oct 23, 2026 - 14:20
Threat: ମୁମ୍ବାଇ ମେୟରଙ୍କୁ ଧମକପୂର୍ଣ୍ଣ ଇମେଲ୍‌, ଟାର୍ଗେଟରେ ଦିଲଜିତ୍‌ ଦୋସାଞ୍ଜ ଓ ଅମିତାଭ ବଚ୍ଚନ

ମୁମ୍ବାଇ: ମୁମ୍ବାଇ ମେୟର ରିତୁ ରାଜେଶ ତାୱଡେଙ୍କୁ ଶୁକ୍ରବାର ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଛି, ଯେଉଁଥିରେ ତାଙ୍କ ଅଫିସକୁ ଟାର୍ଗେଟ କରିବାକୁ ଧମକ ଦିଆଯାଇଛି।

ଚିଠିରେ ୨୭ ନଭେମ୍ବରରେ ମହାଲକ୍ଷ୍ମୀ ରେସକୋର୍ସରେ ହେବାକୁ ଥିବା ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଇଣ୍ଡିଆ ଟୁର୍ ଇଭେଣ୍ଟକୁ ଟାର୍ଗେଟ କରାଯିବ ବୋଲି ଧମକ ଦିଆଯାଇଥିଲା।

Advertisment ଇମେଲ୍‌ରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଙ୍କୁ ମଧ୍ୟ ଟାର୍ଗେଟ କରାଯିବାକୁ ଧମକ ଦିଆଯାଇଛି।

ଧମକଦାତାଙ୍କ ପରିଚୟ ଓ ଇମେଲର ସତ୍ୟତା ସମ୍ବନ୍ଧୀୟ ସୂଚନା ମିଳିନାହିଁ।

ଧମକଦାତାଙ୍କ ପରିଚୟ ମିଳିନାହିଁ ପୂର୍ବରୁ ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ ଦିଲ୍ଲୀ ପୁଲିସ ଅକ୍ଟୋବର ୩୦ ତାରିଖରେ ରାଜଧାନୀ ଦିଲ୍ଲୀର ଜବାହାରଲାଲ ନେହରୁ ଷ୍ଟାଡିୟମରେ ହେବାକୁ ଥିବା ଦିଲଜିତ ଦୋସାଞ୍ଜଙ୍କ କନସର୍ଟ ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲା।

ପୁଲିସ ଟିକେଟିଂ ପାର୍ଟନର୍ ବୁକ୍‌ମାଇଁସୋକୁ ଲେଖିଥିବା ଏକ ଚିଠିରୁ ଏହା ଜଣାପଡ଼ିଛି।

ତଥାପି ଗୁରୁବାର ସନ୍ଧ୍ୟା ସୁଦ୍ଧା, ଟିକେଟିଂ ପାର୍ଟନର୍ ଏହାର ଆପ୍ କିମ୍ବା ୱେବସାଇଟ୍‌ରୁ ସୋ ତାଲିକାକୁ ହଟାଇ ନଥିଲେ।

Earthquake: ବେଙ୍ଗାଲୁରୁରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୩

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)