Tej Pratap Yadav: ମୋ ସ୍ତ୍ରୀଙ୍କୁ ପୂଜାପାଠ ପସନ୍ଦ ନଥିଲା !
"ବାହାଘରକୁ ମାତ୍ର ୩ ମାସ।
କିନ୍ତୁ ତିଷ୍ଟିଲାନି ସମ୍ପର୍କ।
ତେଜ ପ୍ରତାପଙ୍କ ବୈବାହିକ ସଂପର୍କରେ ପଡ଼ିଲା ଯବନିକା।
ଏମିତି କଣ ହେଲା ,ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମାସ କେଇଟାରେ ଛାଡ଼ପତ୍ର ହୋଇଗଲା।
ଗତ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି।
ଏବେ ଦୀର୍ଘଦିନ ପରେ ତେଜ ପ୍ରତାପ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମୁହଁ ଖୋଲିଛନ୍ତି।
ବିବାହ ବିଛେଦ ଏବଂ ନିଜ ପତ୍ନୀଙ୍କ ବିଷୟରେ ବଡ଼ ଖୁଲାସା ମଧ୍ୟ କରିଛନ୍ତି।
ସେ କହିଛନ୍ତି ମୋ ସ୍ତ୍ରୀଙ୍କୁ ପୂଜାପାଠ ପସନ୍ଦ ନଥିଲା।
କିନ୍ତୁ ମୁଁ ଧାର୍ମିକ ଥିଲି।
ପୂଜା ପାଠରେ ଟିକେ ସମୟ ଦେଇଥାଏ।
କିନ୍ତୁ ସେ ଥିଲେ ଅତ୍ୟାଧନିକ ମଡ଼ର୍ଣ୍ଣ ତାଙ୍କୁ ପୂଜାପାଠ ପସନ୍ଦ ନଥିଲା, ଯେଉଁଥିପାଇଁ ଆମ ଭିତରେ ତିକ୍ତତା ଆସିଥିଲା।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
