Earthquake: ଲେହ-ଲଦାଖରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ; ରିକ୍ଟର ତୀବ୍ରତା ସ୍କେଲରେ ୫.୫

Aug 13, 2026 - 07:22
Earthquake: ଲେହ-ଲଦାଖରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ; ରିକ୍ଟର ତୀବ୍ରତା ସ୍କେଲରେ ୫.୫

"ଶ୍ରୀନଗର: ଲେହ ଏବଂ ଲଦାଖରେ ଆଜି ସକାଳୁ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।

ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଗୁରୁବାର ସକାଳ ୬:୫ରେ ଲଦାଖର ଲେହରେ ରିକ୍ଟର ସ୍କେଲରେ ୫.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।Advertisment ଭୋର ସକାଳୁ ପୃଥିବୀ ଥରିବା କାରଣରୁ ଲୋକେ ଭୟଭୀତ ହୋଇଯାଇଥିଲେ।

ଲୋକମାନେ ଭୟରେ ଘର ଭିତରକୁ ବାହାରି ବାହାରକୁ ପଳାୟନ କରିଥିଲେ।

ତେବେ ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତିର ସୂଚନା ହସ୍ତଗତ ହୋଇ ନାହିଁ।

Earthquake : କଲମ୍ବିଆରେ ୭.୪ ତୀବ୍ରତାର ଭୂମିକମ୍ପ  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media