Strict Action Warning Issued: ବଡ଼ଦାଣ୍ଡ ମାର୍କେଟ ଛକ ବିସ୍ଫୋରଣ ପରେ ହୋଟେଲକୁ ଅଗ୍ନିଶମ ବିଭାଗର ନୋଟିସ୍

Nov 14, 2026 - 17:12
Strict Action Warning Issued: ବଡ଼ଦାଣ୍ଡ ମାର୍କେଟ ଛକ ବିସ୍ଫୋରଣ ପରେ ହୋଟେଲକୁ ଅଗ୍ନିଶମ ବିଭାଗର ନୋଟିସ୍

ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ବିସ୍ଫୋରଣ ଘଟଣାରେ ହୋଟେଲକୁ ନୋଟିସ୍।

ତଦନ୍ତ ପରେ ନୋଟିସ ଜାରି କରିଛି ଅଗ୍ନିଶମ ବିଭାଗ।

୧୫ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ନୋଟିସ ପ୍ରଦାନ କରାଯାଇଥିବା ବେଳେ ନୋଟିସର ଉତ୍ତର ପରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବ।

Advertisment ପୁରୀରେ ଥିବା ବିଭିନ୍ନ ହୋଟେଲଗୁଡିକୁ ମଧ୍ୟ ଯାଞ୍ଚ କରାଯାଉଛି।

ଅଗ୍ନି ନିର୍ବାପକ ନେଇ କଣ ବ୍ୟବସ୍ଥା ରହିଛି ଓ କଣ କରାଯାଇପାରିବ, ସେ ସବୁ ଦିଗ ଉପରେ ଦୃଷ୍ଟି ଦେବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନ କରାଯାଇଛି।

ଏ ସବୁ ଦିଗରେ ଦୃଷ୍ଟି ନଦେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି।

ପୁରୀ ବିସ୍ଫୋରଣ; ହୋଟେଲକୁ ନୋଟିସ୍ ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ବିସ୍ଫୋରଣ ଘଟଣା ତଦନ୍ତ ପରେ ହୋଟେଲକୁ ନୋଟିସ୍ କଲା ଅଗ୍ନିଶମ ବିଭାଗ ୧୫ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)