Sri Sri Ravi Shankar Odisha Visit: ଓଡ଼ିଶାରେ ପହଞ୍ଚିଲେ ଶ୍ରୀ ଶ୍ରୀ ରବିଶଙ୍କର, ୫ ଦିନ ଧରି ରହିଛି ଏକାଧିକ କାର୍ଯ୍ୟକ୍ରମ

Nov 14, 2026 - 11:04
Sri Sri Ravi Shankar Odisha Visit: ଓଡ଼ିଶାରେ ପହଞ୍ଚିଲେ ଶ୍ରୀ ଶ୍ରୀ ରବିଶଙ୍କର, ୫ ଦିନ ଧରି ରହିଛି ଏକାଧିକ କାର୍ଯ୍ୟକ୍ରମ

ପାଞ୍ଚ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର।

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀ ଶ୍ରୀ ୟୁନିଭରସିଟିର କର୍ମକର୍ତ୍ତାମାନେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ।

Advertisment ଏହି ଗସ୍ତ ଅବସରରେ ଶ୍ରୀ ଶ୍ରୀ ୟୁନିଭରସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଶ୍ରୀ ଶ୍ରୀ ରବିଶଙ୍କର।

ଆସନ୍ତା ୧୭ ତାରିଖରେ କଳିଙ୍ଗ ଷ୍ଟାଡିୟମ ପରିସରସ୍ଥିତ ହକି ଷ୍ଟାଡିୟମରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପସ୍ଥିତ ରହିବେ।

୧୮ ତାରିଖ ସକାଳେ ତାଙ୍କର ଓଡ଼ିଶା ଗସ୍ତ ଶେଷ ହେବା ସହ ରାଜ୍ୟ ଛାଡ଼ିବାର କାର୍ଯ୍ୟକ୍ରମ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)