Snake: ବିଛଣା ନିକଟରୁ ସାତ ଫୁଟ ଲମ୍ବା ବାରାଚିତା ସାପ ଉଦ୍ଧାର

Aug 11, 2026 - 10:49
Snake: ବିଛଣା ନିକଟରୁ ସାତ ଫୁଟ ଲମ୍ବା ବାରାଚିତା ସାପ ଉଦ୍ଧାର

"ନୀଳଗିରି: ଶୋଇବାକୁ ଯିବାବେଳେ ବିଛଣା ପାଖରେ ବିରାଟକାୟ ସାପ।

ସାପର ଗର୍ଜନ ଶୁଣି ଘରୁ ଧାଇଁ ପଳାଇ ଆସିଲେ ମହିଳା ।

ଏଭଳି ଘଟଣା ଦେଖ‌ିବାକୁ ମିଳିଛି ନୀଳଗିରି ସନ୍ତରାଗଡିଆ ବଜାର ନିକଟରେ।

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ମାଳତୀ ମାଝୀ ରାତିରେ ଖାଇ ନିଜ ବିଛଣା ନିକଟକୁ ଯିବା ସମୟର ସାପ ଗର୍ଜନ ଛାଡିଥିଲା ।

ପରେ ବାହାରି ଆସି ପଡୋଶୀଙ୍କୁ ଡାକିଥିଲେ।Advertisment କୁଳଡ଼ିହା ଅଭୟାରଣ୍ୟରେ ଛଡ଼ାଗଲା ପରେ ଈଶ୍ବରପୁର ଅଞ୍ଚଳର ଶିବ ଶଙ୍କର ମଢୁଆଳ ପହଞ୍ଚି ସାତ ଫୁଟ ଲମ୍ବା ବାରାଚିତା ସାପକୁ ଉଦ୍ଧାର କରି ପଞ୍ଚଲିଙ୍ଗେଶ୍ବର ନିକଟ କୁଳଡ଼ିହା ଅଭୟାରଣ୍ୟରେ ଛାଡ଼ିଛନ୍ତି।

Bus Drivers: ମୁଖ୍ୟମନ୍ତ୍ରୀ ବସ ଚାଳକଙ୍କ ଧର୍ମଘଟ, କେନ୍ଦୁଝର ଜିଲ୍ଲାର ସାତଟି ବ୍ଲକରେ ବସ୍ ସେବା ଠପ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media