Snake Bite: ସାପ କାମୁଡ଼ାରେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ

Aug 11, 2026 - 08:26
Snake Bite: ସାପ କାମୁଡ଼ାରେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ

"ସୋର: ଶୋଇଥିବା ବେଳେ ସାପ କାମୁଡ଼ିବାରୁ ଜଣେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି।

ମୃତ ଶିଶୁ ହେଲେ ଖାଇରା ଥାନା ମଖନପୁର ପଂଚାୟତ ବରଗିଡି ଗ୍ରାମର ଶଶିକାନ୍ତ ମଲ୍ଲିକଙ୍କ ଏକମାତ୍ର ପୁଅ ଓମକାର ମଲ୍ଲିକ।

ଓଁକାରଙ୍କ ମାଙ୍କ କହିବା ଅନୁସାରେ, ଗତକାଲି ରାତିରେ ଘରେ ଶୋଇଥିବା ବେଳେ ତାଙ୍କ ମୁଣ୍ଡ ନିକଟରେ ଏକ ବିଷଧର ସାପକୁ ଦେଖି ପରିବାର ଲୋକେ ସାପଟିକୁ ମାରିଥିଲେ।Advertisment ଡାକ୍ତର ମୃତ ଘୋଷଣା କରିଥିଲେ କିଛି ସମୟ ପରେ  ଓମକାରର ଦେହ ଖରାପ ହେବାରୁ ତାଙ୍କୁ ସୋର ଡ଼ାକ୍ତରଖାନାକୁ ଆଣିଥିଲେ।

ମାତ୍ର  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

65% of vehicles insurance: ରାଜ୍ୟରେ ୬୫% ଗାଡ଼ିର ବୀମା ନାହିଁ: ଟୋଲଗେଟ୍‌ରେ ଇ-ଡିଟେକ୍ସନ ପଦ୍ଧତିରେ ହେବ କଡ଼ାକଡ଼ି ଯାଞ୍ଚ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media