Senior Assistant Arrested: ୧.୨୩ କୋଟି ଠକେଇ; DFO ଅଫିସର ବରିଷ୍ଠ ସହାୟକ ଗିରଫ

Nov 21, 2026 - 11:31
Senior Assistant Arrested: ୧.୨୩ କୋଟି ଠକେଇ; DFO ଅଫିସର ବରିଷ୍ଠ ସହାୟକ ଗିରଫ

୧.୨୩ କୋଟି ଟଙ୍କା ହଡ଼ପ ମାମଲାରେ ବନ୍ଧା ହେଲେ ବରିଷ୍ଠ ସହାୟକ।

ଗତକାଲି ରାତିରେ ଅନୁଗୁଳରୁ ସାତକୋଶିଆ DFO ଅଫିସର ବରିଷ୍ଠ ସହାୟକ ଅଜୟ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ।

Advertisment ସରକାରୀ ଅର୍ଥ ହଡ଼ପ କରି ଅକ୍ଟୋବର ମାସରୁ ସେ ଫେରାର ଥିଲେ।

HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ଟଙ୍କା ହଡ଼ପ କରିଥିଲେ।

ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାଁରେ ଜାଲ୍ ଦସ୍ତାବିଜ୍ ଜରିଆରେ ଠକେଇ କରିଥିଲେ।

୨୦୧୯ ଜାନୁଆରୀରୁ ୨୦୨୫ ଜୁନ୍ ମଧ୍ୟରେ ୧.୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)