Security: ଟାଟା ଇଲେକ୍ଟ୍ରୋନିକ୍ସରେ ସୁରକ୍ଷା କଡ଼ାକଡ଼ି ହେଲା
"ନୂଆଦିଲ୍ଲୀ: ତଥ୍ୟ ଲିକ୍ ପରେ ଟାଟା ଇଲେକ୍ଟ୍ରୋନିକ୍ସର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଆଭ୍ୟନ୍ତରୀଣ ବ୍ୟବସ୍ଥା ପ୍ରତି କର୍ମଚାରୀମାନଙ୍କ ପହଞ୍ଚ ଉପରେ କଟକଣା ଲଗାଯାଇଛି।
ଟାଟା ଇଲେକ୍ଟ୍ରୋନିକ୍ସ ଆପଲ୍ ଓ ଟେସ୍ଲା ଭଳି ଗୁରୁତ୍ବପୂର୍ଣ୍ଣ କମ୍ପାନିଙ୍କ ପାଇଁ କାର୍ଯ୍ୟ କରୁଛି।
ଉଲ୍ଲେଖଯୋଗ୍ୟ, ସାଇବର ଆକ୍ରମଣ ପରେ କମ୍ପାନି ପ୍ରୋଟୋକଲ ଅନୁସାରେ କମ୍ପ୍ୟୁଟରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଥିଲା।
ତେବେ ସାଇବର ଆକ୍ରମଣରେ କମ୍ପାନିର କାର୍ଯ୍ୟ କିମ୍ବା ବ୍ୟବସାୟ ପ୍ରଭାବିତ ହୋଇ ନଥିବା କୁହାଯାଇଥିଲା।Advertisment "