MoU: ଆଇଏମ୍‌ବି-ଏନ୍‌ଆଇଏସ୍‌ଏମ୍‌ ଏଲ୍‌ଓୟୁ ସ୍ବାକ୍ଷର

Jun 27, 2026 - 01:16
MoU: ଆଇଏମ୍‌ବି-ଏନ୍‌ଆଇଏସ୍‌ଏମ୍‌ ଏଲ୍‌ଓୟୁ ସ୍ବାକ୍ଷର

"ଭୁବନେଶ୍ବର: ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସିକ୍ୟୁରିଟିଜ୍‌ ମ୍ୟାନେଜମେଣ୍ଟ (ଏନ୍‌ଆଇଏସ୍‌ଏମ୍‌) ସହିତ ନିକଟରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଭୁବନେଶ୍ବର (ଆଇଏମ୍‌ବି) ଏକ ଲେଟର ଅଫ୍‌ ଅଣ୍ଡରଷ୍ଟାଣ୍ଡିଂ (ଏଲ୍‌ଓୟୁ) ସ୍ବାକ୍ଷର କରିଛି।

ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଦ୍ବାରା ଏନ୍‌ଆଇଏସ୍‌ଏମ୍‌ ସ୍ଥାପିତ।Advertisment ଏହି ସହଯୋଗିତା ଆଇଏମ୍‌ବି ଛାତ୍ରଛାତ୍ରୀଙ୍କ ଜ୍ଞନକୁ ସମୃଦ୍ଧ କରିବା ସହିତ କ୍ୟାରିଅରକୁ ଆଗକୁ ବଢ଼ାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ।

ପ୍ରଥମେ ଆଇଏମ୍‌ବିର ଏଆଇସିଟିଇ ଅନୁମୋଦିତ ପିଜିଡିଏମ୍‌ ପ୍ରୋଗ୍ରାମ୍‌ର ଛାତ୍ରଛାତ୍ରୀଙ୍କୁ ଏହି ପ୍ରୟାସ ଉପକୃତ କରିବ।

ଆଇଏମ୍‌ବି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍ସର ସେକ୍ରେଟାରି ଇଂ.

ରାଜର୍ଷି ଜ୍ଞାନଦର୍ଶୀ ଓ ଏନ୍‌ଆଇଏସ୍‌ଏମ୍‌ର ଜେନେରାଲ ମ୍ୟାନେଜର ସଞ୍ଜୀବ ବଜାଜ୍‌ଙ୍କ ମଧ୍ୟରେ ଔପଚାରିକ ଭାବେ ସ୍ବାକ୍ଷର ହୋଇଛି।

ଏଲ୍‌ଓୟୁ ସଂପର୍କରେ ଆଇଏମ୍‌ବି ଡିନ୍‌, ପିଜିଡିଏମ୍‌ ପାଠ୍ୟକ୍ରମ ଡ.

ପ୍ରଜ୍ଞାଦୀପ୍ତ ଦାସ ସୂଚନା ଦେବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏକ୍ସଆଇଏମ୍‌ବି‌ରେ ବ୍ୟବସାୟ ସମ୍ମିଳନୀ "ଅ‌ଶ୍ବମେଧ-୧୯" ଯୋଗାଣ ଶୃଙ୍ଖଳରେ ନବସୃଜନ ଆବଶ୍ୟକ "