Samantha Becomes a Mother : ପୁଅର ମା’ ହେଲେ ସମନ୍ଥା

Nov 25, 2026 - 09:11
Samantha Becomes a Mother : ପୁଅର ମା’ ହେଲେ ସମନ୍ଥା

ସାଉଥ ଇଣ୍ଡଷ୍ଟ୍ରିର ଷ୍ଟାର ଅଭିନେତ୍ରୀ ସମନ୍ଥା।

ନିଜର ଦମଦାର ଅଭିନୟ ଓ ସୁନ୍ଦରତା ବଳରେ ଖୁବ କମ ସମୟ ମଧ୍ୟରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି।

ତେବେ ଏବେ ତାଙ୍କ ଜୀବନରେ ଖେଳିଯାଇଛି ଖୁସିର ଲହରୀ।

୩୯ ବର୍ଷ ବୟସରେ ମା ହୋଇଛନ୍ତି ସମନ୍ଥା।

ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଏହି ଅଭିନେତ୍ରୀ।

ଏହି ଖୁସି ଖବର ନିଜେ ସମନ୍ଥା ଓ ତାଙ୍କ ସ୍ୱାମୀ ରାଜ ନିଦିମୋରୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

କେବଳ ଖୁସି ଖବର ନୁହେଁ ନବଜାତ ଶିଶୁର ପ୍ରଥମ ଝଲକ ଦେଖାଇବା ସହ ପୁଅର ନାଁ ମଧ୍ୟ ଜଣାଇଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)