Marriage Promise Turns Costly: ପ୍ରେମ ପ୍ରତାରଣା ଅଭିଯୋଗରେ ଫିଲ୍ମ ପ୍ରଯୋଜକ ଅଟକ, ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ପ୍ରେମ ପ୍ରତାରଣା ଅଭିଯୋଗରେ ଫିଲ୍ମ ପ୍ରଡ୍ୟୁସର ଅଟକ ।
ବିବାହ କରିବା ଆଳରେ ୫ ଲକ୍ଷ ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ।
ଭରତପୁର ଥାନାରେ ଅଭିଯୋଗ ପରେ ଅଭିନେତା ତଥା ପ୍ରଯୋଜକ ରାକେଶ ପାଢୀଙ୍କୁ ଅଟକ ରଖିଛି ପୋଲିସ।
ଅଭିଯୋଗ ଅନୁସାରେ, ଏକ ପାର୍ଟିରେ ପୀଡ଼ିତାଙ୍କ ସହ ରାକେଶଙ୍କ ଦେଖା ହୋଇଥିଲା।
ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବଢ଼ିଥିଲା ସମ୍ପର୍କ।
Advertisment ଏହାପରେ ବିବାହର ପ୍ରତିଶ୍ରୁତି ଦେଇ ପର୍ଯ୍ୟାୟକ୍ରମେ ୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ ରାକେଶ।
ଶେଷରେ ନ୍ୟାୟ ପାଇଁ ଭରତପୁର ଥାନାରେ ପହଞ୍ଚିଥିଲେ ପୀଡ଼ିତା।
ଅଭିଯୋଗ ଆଧାରରେ ଏବେ ପୋଲିସ ତଦନ୍ତ ଜାରି ରଖିଛି।
ପ୍ରେମ ପ୍ରତାରଣା ଅଭିଯୋଗ; ଫିଲ୍ମ ପ୍ରଡ୍ୟୁସର ଅଟକ ପ୍ରେମ ପ୍ରତାରଣା ଅଭିଯୋଗରେ ଫିଲ୍ମ ପ୍ରଯୋଜକ ଅଟକ ବିବାହର ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଠକେଇ ଅଭିଯୋଗ ପ୍ରେମ ଜାଲରେ ଫସାଇ ଟଙ୍କା ହଡ଼ପ୍, ଅଟକ ଫିଲ୍ମ ପ୍ରଯୋଜକ ପୀଡିତାଙ୍କ ସହ ଏକ ପାର୍ଟିରେ ଦେଖା ହେବା ପରେ ସମ୍ପର୍କ ବଢିଥିଲା ବିଭିନ୍ନ ପର୍ଯ୍ୟାୟରେ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ଭରତପୁର ଥାନାରେ ଅଭିଯୋଗ ପରେ ଅଟକ ପ୍ରଯୋଜକ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
