Ramayana Movie: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରଣବୀର କପୁର ଏବଂ ସାଇ ପଲ୍ଲବୀ

Nov 26, 2026 - 17:28
Ramayana Movie: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରଣବୀର କପୁର ଏବଂ ସାଇ ପଲ୍ଲବୀ

ନୂଆଦିଲ୍ଲୀ: ନିତେଶ ତିୱାରୀଙ୍କ ଫିଲ୍ମ ' ରାମାୟଣ ' ରିଲିଜ୍ ହେବା ପରଠାରୁ ହିଁ ଖବରରେ ରହି ଆସିଛି।

ଫିଲ୍ମର ଟିମ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।

ନିର୍ମାତାଙ୍କ ଅଫିସିଆଲ୍ ଏକ୍ସ ପେଜ୍ 'ଦି ୱାର୍ଲ୍ଡ ଅଫ୍ ରାମାୟଣ'ରେ ଏହି ସାକ୍ଷାତକାର ର ଅନେକ ଫଟୋ ସେୟାର କରାଯାଇଛି।

ଏଥିରେ ରଣବୀର କପୁର, ସାଇ ପଲ୍ଲବୀ, ନିର୍ଦ୍ଦେଶକ ନିତେଶ ତିୱାରୀ ଏବଂ ଫିଲ୍ମ ସହିତ ଜଡିତ ଅନ୍ୟମାନେ ଅମିତ ଶାହଙ୍କ ସହ ବସି କଥାବାର୍ତ୍ତା କରୁଥିବାର ଦେଖାଯାଉଛି।

Advertisment 'ଦି ୱାର୍ଲ୍ଡ ଅଫ୍ ରାମାୟଣ' ଫିଲ୍ମ ଟିମ୍ ପୋଷ୍ଟର କ୍ୟାପସନରେ ଲେଖିଛି, ରାମାୟଣ ଟିମ୍ ଗୃହମନ୍ତ୍ରୀ ଅମିତ ଶାହ ଙ୍କୁ ଭେଟି ଖୁସି ଅନୁଭବ କରିଛନ୍ତି, କାରଣ ଫିଲ୍ମଟି ଦେଶ ଏବଂ ବିଶ୍ୱର ବିଭିନ୍ନ ଥିଏଟରରେ ବେଶ୍ ପ୍ରଶଂସା ସାଉଁଟୁଛି।

ଏହି ପୋଷ୍ଟଟି ଫିଲ୍ମ ବିଷୟରେ ନୂଆ ଆଲୋଚନାକୁ ଖୋରାକ ଯୋଗାଇଛି।

Explosion: ବ୍ୟାଙ୍କକ ତୈଳ ଡିପୋରେ ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ, ଆଖପାଖ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)