Primary Teachers Raise War Cry: ଲୋୟର ପିଏମଜିରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର, ଦୀର୍ଘଦିନର ଦାବି ପୂରଣ ହେବ କେବେ?
ଲୋୟର ପିଏମଜିରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର।
ବିଭିନ୍ନ ଦାବି ନେଇ ଧାରଣାରେ ହଜାର ହଜାର ଶିକ୍ଷକ।
ୟୁନାଇଟେଡ୍ ପ୍ରାଥମିକ ଶିକ୍ଷକ ୟୁନିୟନ୍ ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଧାରଣା।
ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ହେଉଛନ୍ତି ପ୍ରାଥମିକ ଶିକ୍ଷକ।
ହେଲେ ସରକାରୀ ଘୋଷଣାରେ ହାଇସ୍କୁଲ ଶିକ୍ଷକଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କ ଦାବିକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛି ସଂଘ।
Advertisment ଅନ୍ୟପଟେ ଗ୍ରେଡ୍ ପେ ୨୨୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି ଏବଂ ଶିକ୍ଷା ସହାୟକ ଭାବେ ନିଯୁକ୍ତିର ୬ ବର୍ଷକୁ ଶିକ୍ଷକ ପଦବୀର ଚାକିରି ଅବଧିରେ ଗଣନା କରିବାକୁ ଦାବି କରିଛି ସଂଘ।..
ଧାରଣାରେ ପ୍ରାଥମିକ ଶିକ୍ଷକ ଲୋୟର ପିଏମ୍ ଜିରେ ଶିକ୍ଷକଙ୍କ ରଣହୁଙ୍କାର ହଜାର ହଜାର ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଦୁଇ ଦାବି ନେଇ ରାଜଧାନୀରେ ଶିକ୍ଷକଙ୍କ ଆନ୍ଦୋଳନ ପ୍ରାଥମିକ ଶିକ୍ଷକଙ୍କୁ ଅଣଦେଖା ଅଭିଯୋଗ ଗ୍ରେଡ୍ ପେ ୪୨୦୦ ଟଙ୍କା ଦାବିରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
