Priest Accused of Assaulting Minor Girl: ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୂଜାରୀକୁ ଗିରଫ କଲା ପୋଲିସ

Nov 27, 2026 - 16:48
Priest Accused of Assaulting Minor Girl: ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୂଜାରୀକୁ ଗିରଫ କଲା ପୋଲିସ

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୂଜାରୀ ଗିରଫ।

ଅଭିଯୁକ୍ତ ନଳିନୀକାନ୍ତ ଆଚାର୍ଯ୍ୟକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ।

ବ୍ରହ୍ମପୁରରୁ ତାକୁ ଗିରଫ କରାଯାଇଛି।

ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ।

ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅଞ୍ଚଳରେ ରହି ପୂଜାରୀ କାର୍ଯ୍ୟ କରୁଥିଲା ଅଭିଯୁକ୍ତ।

ପଡ଼ୋଶୀ ପରିବାର ସହ ସମ୍ପର୍କ ରଖିଥିବା ବେଳେ ସେହି ପରିବାରର ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଘଟଣା ପରେ ପୀଡ଼ିତା ଓ ତାଙ୍କ ପରିବାରର ବୟାନ ରେକର୍ଡ କରିଥିଲା ପୋଲିସ।

ଏହାପରେ ପୋକ୍ସୋ ଆଇନ ସମେତ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିଲା।

ଅଭିଯୁକ୍ତର ମେଡିକାଲ ଯାଞ୍ଚ ପରେ ତାକୁ କୋର୍ଟ ଚାଲାଣ କରିଛି ପୋଲିସ ।

Advertisment ନାବାଳିକାକୁ ଦୁଷ୍କର୍ମ: ପୂଜାରୀ ଗିରଫ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୂଜାରୀ ଗିରଫ ପୂଜାରୀକୁ ବ୍ରହ୍ମପୁରରୁ ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ ଗିରଫ ପୂଜାରୀର ଘର ଦିଗପହଣ୍ଡି ଡେଙ୍ଗାପଦର ଗାଁ ଭୁବନେଶ୍ୱରରେ ରହି ପୂଜାରୀ କାମ କରୁଥିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)