Katak Group Clash Claims One Life: କଟକରେ ଦୁଇ ସାହି ମଧ୍ୟରେ ଭୟଙ୍କର ଗଣ୍ଡଗୋଳ, ଢେଲାପଥର ମାଡ଼ରେ ଜଣେ ମୃତ
କଟକରେ ବଡ଼ ଧରଣର ଗୋଷ୍ଠୀ ସଂଘର୍ଷ।
ଦୁଇ ସାହି ମଧ୍ୟରେ ଢେଲାପଥର ମାଡ଼ରେ ଜଣକର ମୃତ୍ୟୁ।
ପୁରୀଘାଟ ଥାନା ସନ୍ ସାଇନ ଗ୍ରାଉଣ୍ଡ ଛକରେ ଏହି ସଂଘର୍ଷ ହୋଇଛି।
ଏଥିରେ ଆହତ ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
ଗଣ୍ଡଗୋଳରେ ଗୁରୁତର ହୋଇ ୪ ଜଣ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ସେ ଭିତରୁ ପରେ ଜଣକର ମୃତ୍ୟୁ ହୋଇଛି।
ଏପଟେ ଘଟଣାସ୍ଥଳରେ ଉତ୍ତେଜନାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
