President Droupadi Murmu Odisha Visit: ଆଜି ଓଡ଼ିଶା ଗସ୍ତର ଶେଷ ଦିନ, ହୋମିଓପାଥି ମେଡିକାଲ କଲେଜ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି

Nov 25, 2026 - 09:14
President Droupadi Murmu Odisha Visit: ଆଜି ଓଡ଼ିଶା ଗସ୍ତର ଶେଷ ଦିନ, ହୋମିଓପାଥି ମେଡିକାଲ କଲେଜ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ।

ଗତକାଲି କଟକରେ ଐତିହାସିକ ବାଲିଯାତ୍ରା ମହୋତ୍ସବର ଉଦଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ରାଷ୍ଟ୍ରପତି।

ଏହାପରେ ଲୋକଭବନରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି।

ଆଜି ଭୁବନେଶ୍ୱରରେ ରହିଛି ତାଙ୍କର କାର୍ଯ୍ୟକ୍ରମ।

Advertisment ସକାଳେ ଭୁବନେଶ୍ୱରର ୩ ନମ୍ବର ସ୍ଥିତ ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ।

ଏହି କାର୍ଯ୍ୟକ୍ରମ ଶେଷ କରିବା ପରେ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦର ଯିବେ।

ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)