Plane Crash: ସାଉଦି ଆରବରେ ହେଲିକପ୍ଟର ଦୁର୍ଘଟଣାରେ ୧୪ ମୃତ

Jun 28, 2026 - 18:23
Plane Crash: ସାଉଦି ଆରବରେ ହେଲିକପ୍ଟର ଦୁର୍ଘଟଣାରେ ୧୪ ମୃତ

"ରିୟାଦ: ସାଉଦି ଆରବର ରାସ ଟାନୁରାରେ ତୈଳ କମ୍ପାନି ଅରାମକୋର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

ହେଲିକପ୍ଟରରେ ଥିବା ସମସ୍ତ ୧୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ରବିବାର ସକାଳେ ଏହି ହେଲିକପ୍ଟର ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

କାରଣ ଜାଣିବା ପାଇଁ ସାଉଦି ଆରବର ଶକ୍ତି ମନ୍ତ୍ରଣାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛି।

ମୃତକଙ୍କ ମଧ୍ୟରେ ସମସ୍ତେ ସାଉଦି ଆରବ ନାଗରିକ ଅଛନ୍ତି।Advertisment Plane crash: ବ୍ରାଜିଲରେ ମଝି ଆକାଶରେ ଧକ୍କା ହେଲେ ଦୁଇ ହେଲିକପ୍ଟର: ୬ ମୃତ "