Passing Out Parade at INS Chilika: INS ଚିଲିକାରେ ସର୍ବବୃହତ୍ ପାସିଂ ଆଉଟ୍ ପରେଡ୍, ଯୋଗଦେଲେ ନୌସେନା ମୁଖ୍ୟ

Nov 14, 2026 - 06:33
Passing Out Parade at INS Chilika: INS ଚିଲିକାରେ ସର୍ବବୃହତ୍ ପାସିଂ ଆଉଟ୍ ପରେଡ୍, ଯୋଗଦେଲେ ନୌସେନା ମୁଖ୍ୟ

INS ଚିଲିକାରେ ଅଗ୍ନିବୀରଙ୍କ ଭବ୍ୟ ପାସିଂ ଆଉଟ୍ ପରେଡ୍।

ପ୍ରଶିକ୍ଷଣ ପରେ ଅଗ୍ନିବୀର ନବମ ବ୍ୟାଚର ୩ ହଜାର ୩୫୮ ପ୍ରଶିକ୍ଷାର୍ଥୀ ଆନୁଷ୍ଠାନିକ ଭାବେ ଦେଶସେବାରେ ସାମିଲ ହୋଇଛନ୍ତି।

INS ଚିଲିକାର ଇତିହାସରେ ଏହା ହେଉଛି ସର୍ବବୃହତ୍ ବ୍ୟାଚ୍।

ପାସିଂ ଆଉଟ୍ ପରେଡ୍ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଅଭିବାଦନ ଗ୍ରହଣ କରିଥିଲେ ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ବାମୀନାଥନ।

୩ ହଜାର ୩୫୮ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ୨ ହଜାର ୭୫୬ ଅଗ୍ନିବୀର ରହିଛନ୍ତି।

ପ୍ରାୟ ୧୬ ସପ୍ତାହ ଧରି ଶିକ୍ଷାଗତ ଅଧ୍ୟୟନ, ଶାରୀରିକ ଦକ୍ଷତା, ସନ୍ତରଣ ଏବଂ ପରେଡ୍ ଡ୍ରିଲ୍ ଭଳି କଠୋର ତାଲିମ ସମାପ୍ତ କରିବା ପରେ ପ୍ରଶିକ୍ଷାର୍ଥୀମାନେ ଏହି ଗୌରବମୟ ମୁହୂର୍ତ୍ତ ହାସଲ କରିଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)