Odisha SSB exams Postponed ଏସ୍‌ଏସ୍‌ବି କନିଷ୍ଠ କିରାଣୀ ପରୀକ୍ଷା ଘୁଞ୍ଚିଲା, ୨୧ ଓ ୨୩ରେ ହେବ ପରୀକ୍ଷା

Nov 18, 2026 - 19:08
Odisha SSB exams Postponed ଏସ୍‌ଏସ୍‌ବି କନିଷ୍ଠ କିରାଣୀ ପରୀକ୍ଷା ଘୁଞ୍ଚିଲା, ୨୧ ଓ ୨୩ରେ ହେବ ପରୀକ୍ଷା

ଭୁବନେଶ୍ବର: ବାତ୍ୟା ଅକବନର ସ୍ଥିତିକୁ ଦେଖି ରାଜ୍ୟରେ ହେବାକୁ ଥିବା ଷ୍ଟାଫ୍‌ ସିଲେକନ୍‌ସ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ହେବାକୁ ଥିବା କନିଷ୍ଠ ସହକାରୀ ଓ କନିଷ୍ଠ କିରାଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

Advertisment DSSSB Recruitment 2026: ଡିଏସଏସଏସବି ନିଯୁକ୍ତ ୨୦୨୬: ଆବେଦନର ଶେଷ ତାରିଖ ଜୁଲାଇ ୧୫ ଆଜି ଏନେଇ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି, ବିଜ୍ଞାପନ ନଂ ୧/୨୦୨୬ ଅନୁସାରେ ନିର୍ଦ୍ଧାରିତ ଦିନରେ ହେବାକୁ ଥିବା ଏସ୍‌ଏସ୍‌ବି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ଏହାପରିବର୍ତ୍ତେ ନଭେମ୍ବର ୨୧ ଓ ନଭେମ୍ବର ୨୩ରେ ପରୀକ୍ଷା ହେବ।

ପରୀକ୍ଷାର୍ଥୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପନିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

SSB Odisha librarian: ଏସଏସବି ଓଡ଼ିଶା ଲାଇବ୍ରେରିଆନ୍ ନିଯୁକ୍ତି ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ସେହିଭଳି, ସିବିଟି ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ୨୫ ଓ ୨୭ ନଭେମ୍ବର ଏବଂ ୧ ଓ୨ ଡିସେମ୍ବର ୨୦୨୬ରେ ଅନୁଷ୍ଠିତ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)