Odisha Removes Over 20 Lakh Names from Voter List: ୨୦ ଲକ୍ଷ ଭୋଟରଙ୍କ ନାଁ କଟିଲା; ବର୍ତ୍ତମାନ ରହିଛନ୍ତି ୩ କୋଟି ୧୩ ଲକ୍ଷ ଭୋଟର
ରାଜ୍ୟରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାମ କଟିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ରହିଛନ୍ତି ୩ କୋଟି ୧୩ ଲକ୍ଷ ଭୋଟର। ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ ଦେବାକୁ ପ୍ରାଥମିକତା ବୋଲି ସେ କହିଛନ୍ତି।
ଭୁଲରେ କାହାର ନାଁ କଟିଥିଲେ ଏନେଇ ଆବେଦନ କରିପାରିବେ ବୋଲି CEO କହିଛନ୍ତି। BLOଙ୍କୁ ଫୋନ କରି କିମ୍ବା ୱେବସାଇଟରେ ନା ଅଛି କି ନାହିଁ ଯାଞ୍ଚ କରିହେବ।
- ୨୦ ଲକ୍ଷ ଭୋଟରଙ୍କ ନାଁ କଟିଲା
- ରାଜ୍ୟରେ ୨୦.୧୪ ଲକ୍ଷ ଭୋଟରଙ୍କ ନାମ କଟିଲା
- ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା
- ରାଜ୍ୟରେ ବର୍ତ୍ତମାନ ରହିଛନ୍ତି ୩ କୋଟି ୧୩ ଲକ୍ଷ ଭୋଟର
- ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ ଦେବାକୁ ପ୍ରାଥମିକତା-CEO
- "ଭୁଲରେ କାହାର ନାଁ କଟିଥିଲେ ଆବେଦନ କରିପାରିବେ'
- BLOଙ୍କୁ କଲ କରି କିମ୍ବା ୱେବସାଇଟରେ ଚେକ୍ କରିହେବ