Chauliaganj IIC's Mysterious Death Case: ମହିଳା IICଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା; ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଓଡ଼ିଶା ପୋଲିସ ଅଫିସର ସଂଘ
କଟକ ଚାଉଳିଆଗଞ୍ଜ ଥାନା IICଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଓଡ଼ିଶା ପୋଲିସ ଅଫିସର ସଂଘର ସଭାପତି ପ୍ରେସମିଟ୍ କରି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ୩୦ ଦିନ ଭିତରେ ରିପୋର୍ଟ ଆସୁ, ତାକୁ ସାର୍ବଜନୀନ କରାଯାଉ। ଓଡ଼ିଶା ପୋଲିସ ଦିନକୁ ୧୮ ଘଣ୍ଟା କାମ କରୁଥିବାରୁ ୱାର୍କ ପ୍ରେସରରେ ରହୁଥିବା କହିଛନ୍ତି ଓଡିଶା ପୋଲିସ ଅଫିସର ସଂଘର ସଭାପତି ଅସିତ କୁମାର ଜେନା।
- ଚାଉଳିଆଗଞ୍ଜ ଥାନା IICଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା
- ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଓଡ଼ିଶା ପୋଲିସ ଅଫିସର ସଂଘ
- ୩୦ ଦିନ ଭିତରେ ରିପୋର୍ଟ ଆସୁ, ତାକୁ ସାର୍ବଜନୀନ କରାଯାଉ