Odisha IAS Reshuffle: ଆଇଏଏସ୍ ସ୍ତରରେ ଅଦଳବଦଳ, ଅନ୍ୟା ଦାସ ହେଲେ ନବରଙ୍ଗପୁର ଜିଲ୍ଲାପାଳ

Oct 07, 2026 - 13:57
Odisha IAS Reshuffle: ଆଇଏଏସ୍ ସ୍ତରରେ ଅଦଳବଦଳ, ଅନ୍ୟା ଦାସ ହେଲେ ନବରଙ୍ଗପୁର ଜିଲ୍ଲାପାଳ

"ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି।

ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ବର ସ୍ବାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

ଠିକ୍ ସେହିପରି ପ୍ରଦୀପ କୁମାର ନାୟକ ହେଲେ ଅତିରିକ୍ତ ସଚିବ F&ARD ମଧୁସୂଦନ ଦାଶ ଅତିରିକ୍ତ ସଚିବ GA&PG ବିଭାଗ।Advertisment ମଧୁମିତା ହେଲେ ନୂଆପଡ଼ା ଜିଲ୍ଲାପାଳ  ଏଣେ ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ତେଣେ ମଧୁମିତା ହେଲେ ନୂଆପଡ଼ା ଜିଲ୍ଲାପାଳ।

ଅଶ୍ନୀ ଏ.ଲ୍‌ ହେଲେ ଭବାନୀପାଟଣା ଉପଜିଲ୍ଲାପାଳ।

କସ୍ତୁରୀ ଶା ହେଲେ GA&PG ବିଭାଗ ଉପସଚିବ।

CM Mohan Charan Majhi: ଓଡ଼ିଶାର ବିକାଶ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ ଅତୁଳୀୟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)