Odisha Flood Aftermath: ବାତ୍ୟାରେ ଉଜୁଡ଼ିଲା ପନିପରିବା ଚାଷ; ବାଲି, ପଥର ଓ କାଦୁଅରେ ପୋତି ହେଲା ଚାଷ ଜମି

Nov 22, 2026 - 18:52
Odisha Flood Aftermath: ବାତ୍ୟାରେ ଉଜୁଡ଼ିଲା ପନିପରିବା ଚାଷ; ବାଲି, ପଥର ଓ କାଦୁଅରେ ପୋତି ହେଲା ଚାଷ ଜମି

ସବୁଜ ଖେତ ଭାବେ ପରିଚିତ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ପୋଡ଼ାପଲ୍ଲୀ ଗାଁ।

ଏଠାରେ ଶହ ଶହ ଚାଷୀ ବିଭିନ୍ନ କିସମର ପନିପରିବା ଚାଷ କରି ଜୀବିକା ନିର୍ବାହ କରନ୍ତି।

ହେଲେ ଦୁଇ ଦୁଇ ଥର ବନ୍ୟା ଓ ବାତ୍ୟାରେ ଉଜୁଡ଼ିଯାଇଛି ଚାଷୀଙ୍କ ସ୍ୱପ୍ନ।

ଚାଷ ଜମିରେ ମାଡ଼ି ଯାଇଛି ବାଲି, ପଥର, ଗୋଡ଼ି, ପଟୁମାଟି ଓ କାଦୁଅ।

Advertisment ଶହ ଶହ ହେକ୍ଟର ଜମିରେ ହେଉଥିବା ବାଇଗଣ, ଝୁଡ଼ଙ୍ଗ, କାକୁଡ଼ି, ବିନ୍ସ, ଭେଣ୍ଡି, ଫୁଲକୋବି ଓ ବନ୍ଧାକୋବି ଭଳି ପନିପରିବା ଚାଷ ନଷ୍ଟ ହୋଇଛି।

ଏଠାରୁ ଉତ୍ପାଦିତ ପନିପରିବା ଜିଲ୍ଲା ସମେତ ରାଜ୍ୟର ବଡ଼ ବଡ଼ ସହରକୁ ଯାଉଥିବା ବେଳେ ଏବେ ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ।

ବାତ୍ୟାରେ ଉଜୁଡ଼ିଲା ପନିପରିବା ଚାଷ ବାଲି, ପଥର ଓ କାଦୁଅରେ ପୋତି ହେଲା ଚାଷ ଜମି ଚିନ୍ତାରେ ପନିପରିବା ଚାଷୀ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)