Nuakhai 2026: ପାଖେଇ ଆସୁଛି ନୂଆଁଖାଇ; ରାଜ୍ୟ ବାହାରୁ ଘର ମୁହାଁ ଶ୍ରମିକ

Sep 05, 2026 - 23:49
Nuakhai 2026: ପାଖେଇ ଆସୁଛି ନୂଆଁଖାଇ; ରାଜ୍ୟ ବାହାରୁ ଘର ମୁହାଁ ଶ୍ରମିକ

"ଧଣ୍ଡାମୁଣ୍ଡା (ସରୋଜ ମିଶ୍ର): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଦନ ଗଡ଼ ଭାବରେ ବେଶ ପରିଚିତ।

ଏଠାରେ କାମ ଧନ୍ଦା ମିଳୁନଥିବା କାରଣରୁ ବ୍ଲକ ଅଞ୍ଚଳର ୨୧ଟି ପଞ୍ଚାୟତରୁ ଯୁବକ ଯୁବତୀ ଓ ପରିବାର ସଦସ୍ୟମାନେ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ଇଟା ଭାଟି, ସୂତା କଳ, ସାର୍ଟ କମ୍ପାନି, ବିସ୍କୁଟ କମ୍ପାନି, ବ୍ୟାଟେରି କମ୍ପାନି, ମାର୍ବଲ କମ୍ପାନି ଓ ବିଭିନ୍ନ କମ୍ପାନି ସହ ଅନୁଷ୍ଠାନ ମାନଙ୍କରେ କାମ କରି ରୋଜଗାର କ୍ଷମ ହୋଇଥାନ୍ତି।

ତେଣୁ ସେମାନେ ବର୍ଷ ତମାମ କାମ ଅନ୍ୱେଷଣରେ କରି କାମ ପାଇଥିବା ସ୍ଥାନରେ  ରହିଥାନ୍ତି।

Advertisment ଏବେ ପଶ୍ଚିମ ଓଡ଼ିଶାର ବଡ଼ି ପର୍ବ ନୂଆଁଖାଇ ହୋଇଥିବା ବେଳେ ରାଜ୍ୟ ବାହାରେ ରହୁଥିବା ଯୁବକ, ଯୁବତୀ ଓ ପରିବାର  ସଦସ୍ୟ ମାନେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳୁଛି।

ନିଜ ପରିବାର ଲୋକେ ଘରର ସଦସ୍ୟ ଙ୍କ ସହ ମିଶି ଆନନ୍ଦ ର ମାହୋଲ ତିଆରି ହେଉଥିବା  ଜଣାପଡ଼ିଛି।

Dead body: ମାଛ ଧରିବାକୁ ଯାଇ ଆଉ ଫେରିଲେନି ସୁରିଆ!

ବୁଢ଼ାବଳଙ୍ଗରୁ ମିଳିଲା ମୃତଦେହ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)