06 JULY 2026

Welcome!

Unlock your personalized experience.
Sign Up

FIFA World Cup: ୯୮ ସେକେଣ୍ଡରେ ୨ ଗୋଲ୍...ଇତିହାସ ରଚିଲେ ଜୁଡ୍ ବେଲିଂହାମ୍, ଆୟୋଜକ ମେକ୍ସିକୋକୁ ହରାଇ କ୍ୱାର୍ଟରରେ ଇଂଲଣ୍ଡ

Jul 06, 2026 - 12:19
FIFA World Cup: ୯୮ ସେକେଣ୍ଡରେ ୨ ଗୋଲ୍...ଇତିହାସ ରଚିଲେ ଜୁଡ୍ ବେଲିଂହାମ୍, ଆୟୋଜକ ମେକ୍ସିକୋକୁ ହରାଇ କ୍ୱାର୍ଟରରେ ଇଂଲଣ୍ଡ

ନୂଆଦିଲ୍ଲୀ,୦୬/୦୭; ୨୦୨୬ ଫିଫା ବିଶ୍ୱକପର ପ୍ରି-କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ଆୟୋଜକ ମେକ୍ସିକୋକୁ ପରାସ୍ତ କରିଛି । ୩-୨ ଗୋଲରେ ମେକ୍ସିକୋକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଏହି ରୋମାଞ୍ଚକର ମ୍ୟାଚ ନାୟକ ଥିଲେ ଜୁଡ୍ ବେଲିଂହାମ୍ । ମାତ୍ର ୯୮ ସେକେଣ୍ଡରେ ୨ଟି ଗୋଲ୍ ଦେଇ ସେ ଇତିହାସ ରଚିଛନ୍ତି । ୧୦ ଜଣ ଖେଳାଳି ସତ୍ତ୍ୱେ ମେକ୍ସିକୋରୁ ୩-୨ ଗୋଲରେ ହରାଇଛି ଇଂଲଣ୍ଡ । କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ନରୱେକୁ ଭେଟିବ । ଯିଏକି ବିପର୍ଯ୍ୟୟ ଘଟାଇ ବ୍ରାଜିଲକୁ ବିଶ୍ୱକପରୁ ବିଦା କରିଛି ।

 

 

ଏହା ବି ପଢନ୍ତୁ....Neymar Retires: ଭୋ-ଭୋ ହୋଇ କାନ୍ଦିଲେ ନେମାର...ବ୍ରାଜିଲକୁ ବିଦା କଲା ନରୱେ, ଫୁଟବଲକୁ ଅଲ୍ବିଦା କହିଲେ ଷ୍ଟାର ଖେଳାଳି