New Zealand vs India: ନ୍ୟୁଜିଲାଣ୍ଡକୁ ୨୨ ରନ୍‌ରେ ହରାଇ ଶୃଙ୍ଖଳା ଜିତିଲା ଭାରତ, ଶେଷ ମ୍ୟାଚ୍‌ରେ ଦମ୍‌ଦାର ବିଜୟ

Nov 15, 2026 - 15:35
New Zealand vs India: ନ୍ୟୁଜିଲାଣ୍ଡକୁ ୨୨ ରନ୍‌ରେ ହରାଇ ଶୃଙ୍ଖଳା ଜିତିଲା ଭାରତ, ଶେଷ ମ୍ୟାଚ୍‌ରେ ଦମ୍‌ଦାର ବିଜୟ

ମାଉଣ୍ଟ ମାଉଗାନୁଇ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୫ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ୍‌ ଶୃଙ୍ଖଳାକୁ ଶ୍ରେୟସ ଆୟରଙ୍କ ଟିମ୍‌ ଜିତିଛି।

ମାଉଣ୍ଟ ମାଉଗାନୁଇରେ ଟସ୍‌ ଜିଣି ଘରୋଇ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

ଭାରତ ଏହି ମ୍ୟାଚ୍‌ରେ ୪୨.୧ ଓଭରରେ୨୦୯ ରନ୍‌ ସଂଗ୍ରହ କରିଥିଲା।

ଫଳରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୨୧୦ ରନ୍‌ର ଲକ୍ଷ୍ୟ ମିଳିଥିଲା।

ନ୍ୟୁଜିଲାଣ୍ଡ ଟିମ୍‌ ୪୮.୧ ଓଭରରେ ୧୮୭ ରନ୍‌ କରିବାକୁ ସକ୍ଷମ ହୋଇଛି।

ଫଳରେ ୨୨ ରନ୍‌ରେ ଭାରତ ଠାରୁ ପରାସ୍ତ ହୋଇଛି।

ଭାରତ ଅନ୍ତିମ ମ୍ୟାଚ୍‌ ସହିତ ଶୃଙ୍ଖଳାକୁ ହାତେଇଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)