Narendra Modi: ୨୦୧୯ରେ ଏନ୍‌ଡିଏରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ହୋଇଥାନ୍ତେ ଶରଦ ପାୱାର

Nov 25, 2026 - 17:56
Narendra Modi: ୨୦୧୯ରେ ଏନ୍‌ଡିଏରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ହୋଇଥାନ୍ତେ ଶରଦ ପାୱାର

ନୂଆଦିଲ୍ଲୀ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ବୁଧବାର କହିଛନ୍ତି ଯେ, ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାର ଯଦି ୨୦୧୯ରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ଯୋଗ ଦେଇଥାନ୍ତେ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ୨୦୨୨ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଚାର କରିପାରିଥାନ୍ତେ।

Advertisment ଶରଦ ପାୱାରଙ୍କୁ ନିଜର ଆଦର୍ଶ ମାନୁଥିଲେ ମୋଦୀ ସମ୍ବାଦ ସରବରାହ ସଂସ୍ଥା ଆଇଏଏନ୍‌ଏସ୍‌କୁ ସାକ୍ଷାତକାର ଦେଇ ଅଠାୱଲେ କହିଛନ୍ତି, ୨୦୧୯ରେ ଶରଦ ପାୱାର ଏନ୍‌ଡିଏରେ ଯୋଗ ଦିଅନ୍ତୁ ବୋଲି ସେ ନିଜେ ଅନେକ ଥର ପ୍ରସ୍ତାବ ଦେଇଥିଲେ।

ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ଆଧାରରେ ଏକାଠି ହେବାକୁ ମଧ୍ୟ କହିଥିଲେ।

ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ମୋଦୀ ଶରଦ ପାୱାରଙ୍କୁ ନିଜର ଆଦର୍ଶ ମାନୁଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କୁ ବେଶ୍ ସମ୍ମାନ କରନ୍ତି ବୋଲି ଅଠାୱଲେ କହିଛନ୍ତି।

୨୦୪୭ ସୁଦ୍ଧା ଭାରତକୁ ବିଶ୍ୱର ଏକ ନମ୍ବର ଅର୍ଥନୀତି କରିବା ମୋଦୀଙ୍କ ଲକ୍ଷ୍ୟ ରହିଥିବା ମଧ୍ୟ ସେ କହିଛନ୍ତି।

Ajit Doval: ସମୁଦ୍ର ଦେଶଗୁଡ଼ିକୁ ଯୋଡ଼ିଥାଏ, ବିଭାଜିତ କରେନା: ମାଳଦ୍ୱୀପରେ କଲମ୍ବୋ ସୁରକ୍ଷା ସମ୍ମିଳନୀରେ ଡୋଭାଲଙ୍କ ମନ୍ତବ୍ୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)