Mentally Ill Youth Assaulted ହସ୍‌ପିଟାଲ୍‌ରେ ପଶି ପାଗଳ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଗଛରେ ବାନ୍ଧି ପିଟିଲେ ହସ୍‌ପିଟାଲ୍‌ କର୍ମଚାରୀ

Nov 25, 2026 - 18:13
Mentally Ill Youth Assaulted ହସ୍‌ପିଟାଲ୍‌ରେ ପଶି ପାଗଳ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଗଛରେ ବାନ୍ଧି ପିଟିଲେ ହସ୍‌ପିଟାଲ୍‌ କର୍ମଚାରୀ

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ମଝାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପଶି ଲୋକଙ୍କୁ ଆକ୍ରମଣ କରିଥିବା ଜଣେ ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରର କେତେକ କର୍ମଚାରୀ କାବୁ କରି ପରିସରରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି।

ଘଟଣାସମ୍ପର୍କରେ ସୂଚନା ପାଇ ଧରୁଆଡିହି ଥାନା ପୁଲିସ ପହଞ୍ଚି ଉକ୍ତ ପାଗଳ ଯୁବକଙ୍କୁ ଉଦ୍ଧାର କରିଛି।

Advertisment Machete Attack at Rimuli କଟୁରୀ ଧରି ବୁଲିଲା ପାଗଳ, ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା, ୩ ଆହତ ପୀଡ଼ିତ ମାନସିକ ଅସୁସ୍ଥ ଯୁବକ ଆଜି (ବୁଧବାର) ପୂର୍ବାହ୍‌ଣ ପ୍ରାୟ ୧୦ଟାରେ ମଝପଡ଼ା ଡାକ୍ତରଖାନା ଭିତରକୁ ପଶି ସେଠାରେ ଥିବା କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ଆକ୍ରମଣ କରିଥିଲେ।

କର୍ମଚାରୀ ଓ ଅନ୍ୟମାନେ ମିଶି ତାଙ୍କୁ କାବୁ କରିଥିଲେ।

ହେଲେ ଯୁବକଙ୍କୁ ପୁଲିସ ହାତରେ ଦେବା ପରିବର୍ତ୍ତେ ଡାକ୍ତରଖାନା ପରିସରରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ଯାହା ଫଳରେ ଯୁବକ ଆହତ ହୋଇଥିଲେ।

Brazil: ଏଆଇ ପ୍ରେମିକାଙ୍କ ପ୍ରେମରେ ପାଗଳ ବ୍ୟକ୍ତି!

ସବୁକିଛି ବିକି ଯୋଗାଡ଼ କରିଥିଲେ ଯାତ୍ରା ଖର୍ଚ୍ଚ ତେବେ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ କେତେକ ପ୍ରତ୍ୟକ୍ଷଦର୍ଶୀ ପ୍ରତିବାଦ କରିଛନ୍ତି।

ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କ ଉତ୍ତେଜିତ ବ୍ୟବହାରକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ତାଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା କେତେଦୂର ଯୁକ୍ତିଯୁକ୍ତ ବୋଲିପ୍ରଶ୍ନ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)