Manmohan Samal Questions Fear Over Probe: ବିଦେଶ ଗସ୍ତ ତଦନ୍ତକୁ ନବୀନଙ୍କ ଏତେ ଭୟ କାହିଁକି ପ୍ରଶ୍ନ କଲେ ମନମୋହନ

Nov 22, 2026 - 14:04
Manmohan Samal Questions Fear Over Probe: ବିଦେଶ ଗସ୍ତ ତଦନ୍ତକୁ ନବୀନଙ୍କ ଏତେ ଭୟ କାହିଁକି ପ୍ରଶ୍ନ କଲେ ମନମୋହନ

ବିଦେଶ ଗସ୍ତ ତଦନ୍ତକୁ ନବୀନଙ୍କ ଏତେ ଭୟ କାହିଁକି ?

ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ।

ତଦନ୍ତ ନାଁରେ ଏତେ ଭୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅଭିଯୋଗ ଆସିଲା, ତଦନ୍ତ ହେବ।

ଯଦି ସ୍ୱଚ୍ଛତା ଥିବ ହଜାରେ ତଦନ୍ତ ହେଲେ ବି କ'ଣ ଅସୁବିଧା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment 'କୋଲ ବ୍ଲକ ବା ସିବିଆଇ ପ୍ରସଙ୍ଗ ହେଉ, ତଦନ୍ତ କଥା ଶୁଣିଲେ ତାଙ୍କ ମନରେ ଭୟ ସୃଷ୍ଟି ହେଇଯାଉଛି।

ଆମେ ପବ୍ଲିକ ଲାଇଫରେ ଅଛନ୍ତି, ସବୁ ପ୍ରସଙ୍ଗ ସାମ୍ନା କରିବା ଦରକାର ବୋଲି ସେ କହିଛନ୍ତି।

ସେପଟେ ଘଟଣାକୁ ନେଇ ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତର ତଦନ୍ତକୁ ଦଳ ସ୍ୱାଗତ କରୁଛି ଏବଂ ଏହାଦ୍ୱାରା ସତ୍ୟ ସାମ୍ନାକୁ ଆସିବା ଉଚିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)