Man Became a Dog: ମଣିଷ ହେଲା କୁକୁର, ଖର୍ଚ୍ଚ ହେଲା ୨୨୦ କୋଟି

Aug 11, 2026 - 22:12
Man Became a Dog: ମଣିଷ ହେଲା କୁକୁର, ଖର୍ଚ୍ଚ ହେଲା ୨୨୦ କୋଟି

"ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ସାମ୍ନାକୁ ଆସିଥାଏ।

ଏବେ ସେହିଭଳି ଏକ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭିଡିଓରେ ଜଣେ ବ୍ୟକ୍ତି ଅବିକଳ କୁକୁର ଭଳି ନଜର ଆସୁଛନ୍ତି।

ଜାପାନର ଜଣେ ୨୬ ବର୍ଷୀୟ ଯୁବକ ନିଜକୁ କୁକୁର ଭଳି କରିବା ପାଇଁ ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଏପରିକି ନିଜକୁ କୁକୁର ଭଳି ଦେଖାଇବା ପାଇଁ ସେ ବିଭିନ୍ନ ସର୍ଜରୀ କରିଥିବା ଶୁଣିବାକୁ ମିଳିଛି।

ଭିଡିଓକୁ ଦେଖି ଅନେକ ଲୋକ ଚକିତ ହୋଇଥିବା ବେଳେ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି।

ଏହି ଦାବି ପଛରେ ଥିବା ସତ କଣ?

ମଣିଷ ସତରେ କ"ଣ  କୁକୁର ପାଲଟିଛି?

ନା ଏହା ପଛରେ ରହିଛି ଆଉ କିଛି ରହସ୍ୟ?

ଆସନ୍ତୁ ଜାଣିବା Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media