Major Success for Nuapada Police: ନୂଆପଡ଼ାରେ ପୋଲିସକୁ ବଡ଼ ସଫଳତା, ମାଓ ଡମ୍ପରୁ ମିଳିଲା ୭ ଆଇଇଡି

Nov 15, 2026 - 08:58
Major Success for Nuapada Police: ନୂଆପଡ଼ାରେ ପୋଲିସକୁ ବଡ଼ ସଫଳତା, ମାଓ ଡମ୍ପରୁ ମିଳିଲା ୭ ଆଇଇଡି

ନୂଆପଡ଼ା ଜିଲ୍ଲା ପୋଲିସକୁ ବଡ଼ ସଫଳତା।

ବୋଡ଼େନ ଥାନା ଅନ୍ତର୍ଗତ ପାଟଧରା-ଗର୍ଜନପାଣି ଅଞ୍ଚଳରୁ ମାଓ ଡମ୍ପ ଠାବ।

ଗତକାଲି ପାଟଧରା-ଗର୍ଜନପାଣି ଅଞ୍ଚଳରେ ଡିଭିଏଫ୍ ପକ୍ଷରୁ ଏରିଆ ଡୋମିନେସନ ଓ ଡିମାଇନିଂ ଅପରେସନ କରାଯାଇଥିଲା।

ଅପରେସନ ସମୟରେ ମାଓ ଡମ୍ପର ସନ୍ଧାନ ମିଳିବା ସହ ୭ଟି ପ୍ରେସର କୁକର ଆଇଇଡି ଓ ୪ ବଣ୍ଡଲ ବିଦ୍ୟୁତ୍ ତାର ଜବତ ହୋଇଛି।

Advertisment ପୋଲିସର ସୂଚନା ଅନୁସାରେ, ଧମତରି-ଗରିଆବନ୍ଧ-ନୂଆପଡ଼ା ଡିଭିଜନର DGN ସଂଗଠନର ସମସ୍ତ କ୍ୟାଡର ପୂର୍ବ ଅପରେସନରେ ଆତ୍ମସମର୍ପଣ କରିଛନ୍ତି କିମ୍ବା ନିଷ୍କ୍ରିୟ ହୋଇଛନ୍ତି।

ମାଓ ମୁକାବିଲା ଦିଗରେ ଏହାକୁ ପୋଲିସର ଆଉ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)