Kotia Tensions Rise: କୋଟିଆରେ ୧୧ ଜଣଙ୍କୁ କୋର୍ଟ ନୋଟିସ୍, ଆଜି ହାଜର ହେବେ
କୋଟିଆରେ ୧୧ ଜଣଙ୍କୁ କୋର୍ଟ ନୋଟିସ୍।
ଆଜି ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି।
କୋଟିଆରେ ଶାନ୍ତି ଭଙ୍ଗ ଆଶଙ୍କାକୁ ନେଇ ଗତକାଲି ୧୧ ଜଣଙ୍କୁ କୋର୍ଟ ନୋଟିସ୍ କରିଥିଲେ।
ନେରେଡିବାଲସାରେ ଦୋକାନ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ମଧ୍ୟ ନୋଟିସ୍ ହୋଇଥିଲା।
Advertisment ନୋଟିସ ହୋଇଥିବା ୧୧ ଜଣଙ୍କୁ ଆଜି ହାଜର କରିବାକୁ ସୁନାବେଡ଼ା SDPO ଓ କୋଟିଆ IICଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଓଡ଼ିଶା ପ୍ରଶାସନ ଓ ପୋଲିସ ବିରୋଧରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ କୋଟିଆ ଥାନାରେ ହୋଇଥିବା ମାମଲା ଆଧାରରେ ଏହି ପଦକ୍ଷେପ ନିଆଯାଇଛି।
ସେପଟେ ଡିସେମ୍ବର ୨ରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଥିବାରୁ ସୀମାନ୍ତରେ ବଢ଼ିଛି ପ୍ରଶାସନର ତତ୍ପରତା।
ଆଜି କୋର୍ଟରେ ହାଜର ହେବେ ୧୧ ଜଣ କୋଟିଆରେ ଶାନ୍ତି ଭଙ୍ଗ ଆଶଙ୍କାକୁ ନେଇ ନୋଟିସ କରାଯାଇଥିଲା ୧୧ ଜଣଙ୍କୁ କୋର୍ଟ ନୋଟିସ୍ କରାଯାଇଥିଲା ନେରେଡିବାଲସାରେ ଦୋକାନ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନୋଟିସ୍ ଆଜି ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେବାକୁ ନୋଟିସ୍ ସମସ୍ତଙ୍କୁ ହାଜର କରିବାକୁ ସୁନାବେଡ଼ା SDPO ଓ କୋଟିଆ IICଙ୍କୁ ନିର୍ଦ୍ଦେଶ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
