KIIT: କିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ
"ଭୁବନେଶ୍ବର: କିଟ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।
କଲେଜର ଅଧ୍ୟକ୍ଷ ପ୍ରଫେସର ଡ.
ତ୍ରିିବିକ୍ରମ ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ।
ମୁଖ୍ୟବକ୍ତା ଭାବେ ବିଶିଷ୍ଟ ରସାୟନବିତ୍ ଡ.
ଚିତ୍ତରଞ୍ଜନ ମିଶ୍ର ଯୋଗଦେଇଥିଲେ।Advertisment ଆହୁରି ପଢନ୍ତୁ :Nitin Nabin Gets A New Team: ବିଜେପି ଆଇଟି ସେଲ୍ରୁ ଅମିତ ମାଲବ୍ୟ ବିଦା ପୂର୍ବତନ ପ୍ରଶାସନିକ ଅଧିକାରୀ ଡ.
ଅରୁଣ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ଜ୍ଞାନକୁ ମାନବ ସମାଜ କଲ୍ୟାଣରେ ବିନିଯୋଗ କରିବାକୁ ଆହ୍ବାନ ଦେଇଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ସାମସନ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ତଥା କିଟ୍ର ପ୍ରତିଷ୍ଠାତା ସଦସ୍ୟ ଡ.
ଚିତ୍ତରଞ୍ଜନ ମିଶ୍ର ଓ ଉପାଧ୍ୟକ୍ଷ ଡ.
ରୁଦ୍ର ମୋହନ ନନ୍ଦ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
