India-West Indies: କେବଳ ଅନ୍‌ଲାଇନ୍‌ରେ ଭାରତ-ୱେଷ୍ଟଇଣ୍ଡିଜ୍‌ ଇନ୍ଦୋର ଟ୍ବେଣ୍ଟି-୨୦ ଟିକେଟ୍‌

Sep 03, 2026 - 14:04
India-West Indies: କେବଳ ଅନ୍‌ଲାଇନ୍‌ରେ ଭାରତ-ୱେଷ୍ଟଇଣ୍ଡିଜ୍‌ ଇନ୍ଦୋର ଟ୍ବେଣ୍ଟି-୨୦ ଟିକେଟ୍‌

"ଇନ୍ଦୋର: ଭାରତ ଓ ‌ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଇନ୍ଦୋର ହୋଲକାର ଷ୍ଟାଡିୟମ୍‌ରେ ଅକ୍ଟୋବର ୧୧ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌ ଲାଗି ଟିକେଟ୍‌ ବିକ୍ରି କେବଳ ଅନ୍‌ଲାଇନ୍‌ରେ ହେବ।

ଟିକେଟ୍‌ର ମୁଲ୍ୟ ୧୦୦୦ରୁ ୧୨,୫୦୦ ଟଙ୍କା ରହିଛି ବୋଲି ମଧ୍ୟପ୍ରଦେଶ କ୍ରିକେଟ୍‌ ସଂଘ (ଏମ୍‌ପିସିଏ) ଘୋଷଣା କରିଛି।Advertisment ଷ୍ଟାଡିୟମ୍‌ର ହେବ ପଞ୍ଚମ ଅନ୍ତର୍ଜାତୀୟ ମ୍ୟାଚ୍‌ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଦାୟିତ୍ବ ଜୋମାଟୋର "ଡିଷ୍ଟ୍ରିକ୍ଟ"କୁ ପ୍ରଦାନ କରାଯାଇଛି।

ଜଣେ ଲୋକ ଅତି ବେଶୀରେ ୩ଟି ଟିକେଟ୍‌ କିଣି ପାରିବ।

ଟିକେଟ୍‌ ବିକ୍ରି ତାରିଖ ଶୀଘ୍ର ଘୋଷଣା କରାଯିବ।

୫ ମ୍ୟାଚ୍‌ ବିଶିଷ୍ଟ ଏହି ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ଏଠାରେ ଖେଳାଯିବ।

ଆୟୋଜନରେ ଏହା ଏହି ଷ୍ଟାଡିୟମ୍‌ର ପଞ୍ଚମ ଅନ୍ତର୍ଜାତୀୟ ମ୍ୟାଚ୍‌ ହେବ।

US Open: ଜେଜେଙ୍କ ପରେ ନାତି ଜିତିଲେ ୟୁଏସ୍‌ ଓପନ୍‌ ମ୍ୟାଚ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)